ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍
ତାମିଲନାଡୁ: ଡିଏମକେ ସଭାପତି ଏମ କେ ଷ୍ଟାଲିନ୍ ଶୁକ୍ରବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୩୩ ଡିଏମକେ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
ରାଜ୍ୟପାଳ ବନୱାରିଲାଲ ପୁରୋହିତ ଗୁରୁବାର ଦିନ ତାଙ୍କ ବିଭାଗର ମନ୍ତ୍ରୀ ଭାବରେ…