ଲକଡାଉନ ସମୟରେ ସ୍ବତନ୍ତ୍ର ମାର୍ଗରେ ଗଡିବ ‘ମୋ ବସ୍’
ଭୁବନେଶ୍ୱର: ଆସନ୍ତା ୫ରୁ ୧୯ ତାରିଖ ଯାଏଁ ବନ୍ଦ ରହିବ ମୋ ବସ୍ ସେବା। ରାଜ୍ୟବ୍ୟାପୀ ଲକଡାଉନ ପୂର୍ବରୁ ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।
କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୋ ବସ୍ ସେବା ଚଳାଚଳ ହୋଇଥାଏ। ତେବେ ଏଭଳି…