Latest Odisha News

BREAKING NEWS

Yearly Archives

2021

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ସଜାଗ ରାଜ୍ୟ ସରକାର । ସଂକ୍ରମଣକୁ ରୋକିବା ପାଇଁ କାଲିଠୁ ଆରମ୍ଭ ହେଉଛି ଲକଡାଉନ୍ । କିନ୍ତୁ ଏହି ଏବେ ଆହୁରି କଡ଼ା ପଦକ୍ଷେପ ନେଉଛନ୍ତି ସରକାର । ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣା ଜାରି କରିଥିଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର । ଆଉ…

ଆସନ୍ତାକାଲି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ରହିଛି ଟିକାକରଣ। ହେଲେ ଟିକା ଅଭାବ ଯୋଗୁଁ କେତେକ ଜିଲ୍ଲାରେ ଟିକାକରଣ ବନ୍ଦ‌ ରଖାଯାଇଥିବା ବେଳେ ଆସନ୍ତାକାଲି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସୂଚନା ଅନୁଯାୟୀ, ୧୫ ଜିଲ୍ଲା ମଧ୍ୟରେ ରହିଛି ଅନୁଗୁଳ, ବାଲେଶ୍ୱର, ବରଗଡ,…

ଲକଡାଉନ ସୟମରେ ରାଉରକେଲାରେ ଜାରି ରହିବ ଟେଷ୍ଟିଂ ଓ ଟିକାକରଣ

ରାଉରକେଲା : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ବାଦଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଘୋଷଣା କରାଯାଇଛି । ସାରା ରାଜ୍ୟରେ ଲକଡାଉନ…

ମନୋଜ ଦାସଙ୍କ ସ୍ମୃତିରେ ଦିଆଯିବ ଆନ୍ତର୍ଜାତୀୟ ପୁରସ୍କାର ଓ ପ୍ରତିଷ୍ଠା ହେବ ଲାଇବ୍ରେରୀ ଓ ମ୍ୟୁଜିୟମ

ଭୁବନେଶ୍ବର : ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କୁ ସମ୍ମାନ । ତାଙ୍କ ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ…

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ପୂର୍ବରୁ ପିତା ପ୍ରକାଶ ପାଦୁକୋନ, ମାଆ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ପରିବାରଲୋକଙ୍କୁ ଭେଟିବାକୁ ଦୀପିକା ବାଙ୍ଗାଲୋର ଯାଇଥିଲେ । ପ୍ରକାଶ ପାଦୁକୋନ…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବୌଦ୍ଧ

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । ରାଜ୍ୟର ପ୍ରୟା ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଛି । ତେବେ ୪୦ ଡିଗ୍ରୀ ସହ କେବଳ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ…

ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଚଳାଚଳ କରିବ ଏକ ସ୍ପେଶାଲ ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ । ୦୭୦୩୦/୦୭୦୨୯ ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ସିକନ୍ଦରାବାଦରୁ ଆସନ୍ତା ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତି ରବିବାର ସକାଳ ୯ଟର ୩୦ରେ ଛାଡିବ ।…

ମେଘାଳୟରୁ ମିଳିଲା ୧୦ କୋଟି ବର୍ଷ ତଳର ସରାପୋଡ ଡାଇନସୋରର ଅଂଶବିଶେଷ

ନୂଆଦିଲ୍ଲୀ: ମେଘାଳୟର ପଶ୍ଚିମ ଖାସୀ ହିଲ୍ସ ଜିଲାର ଏକ ଅଂଚଳରୁ ୧୦ କୋଟି ବର୍ଷ ତଳର ସରାପୋଡ ଡାଇନୋସରର ଅଂଶବିଶେଷ ମିଳିଛି । ତେବେ ଏ ନେଇ ଗବେଷଣା କରୁଥିବା ଭୂବୈଜ୍ଞାନିକମାନେ ବିଧିବଦ୍ଧ ଭାବେ ଏହାର ଘୋଷଣା କରୁ ନାହାନ୍ତି । ପ୍ରାରମ୍ଭିକ ଗବେଷଣାରେ ଏ ନେଇ ସମ୍ଭାବନା ବ୍ୟକ୍ତ କରାଯାଉଥିଲେ…

କରୋନା ସଂକ୍ରମଣର ପ୍ରତିବନ୍ଧକ ପାଇଁ ପାଞ୍ଚ ଯୋଡ଼ା ଟ୍ରେନ ବାତିଲ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ପାଞ୍ଚ ଯୋଡା ଟ୍ରେନ୍ ବାତିଲ ହୋଇଛି । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି…

ଭୁବନେଶ୍ବରରୁ ଆଉ ୧୧୧୬ ପଜିଟିଭ୍, ୬୫୫ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଏବେ ରାଜ୍ୟରେ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରୁ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୧୧୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୭ ଜଣ ଥିବା ବେଳେ,…