Latest Odisha News

BREAKING NEWS

Yearly Archives

2021

ଅଭିନେତ୍ରୀ ରୁବିନା ଡିଲାଇକ୍ କରୋନା ପଜିଟିଭ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୪ ବିଜେତା ରୁବିନା ଡିଲାଇକ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି ସେ ଏବେ ୧୭ ଦିନ ପାଇଁ ସଙ୍ଗରୋଧରେ ରହିବେ ବୋଲି…

[ଭିଡିଓ] ଚିକିତ୍ସା ପୂର୍ବରୁ ଆଖି ବୁଜିଲା ହରିଣ !

ସୋନପୁର: ଅକାରଣରେ ଚାଲିଗଲା ହରିଣର ଜୀବନ । ବନ ବିଭାଗର ଚେଷ୍ଟା ବି ବଂଚିପାରିନଥିଲା ଜୀବନ । ସୋନପୁର କେଲଗାଁ ନଦୀ କୂଳ ନିକଟରେ ପଡିଥିବା ହରିଣକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବାବେଳେ ରାସ୍ତାରେ ହିଁ ହରିଣଟିର…

ମାୟାଧର ମାନସିଂହଙ୍କ ପୁତ୍ର ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ମାୟାଧର ମାନସିଂହଙ୍କ ସାନପୁଅ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କର ଶନିବାର ସକାଳେ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ଏକ ଡାକ୍ତରଖାନାରେ କରୋନା ପାଇଁ ଚିକିତ୍ସିତ ହେଉଥିଲେ। ଲବଣ୍ୟେନ୍ଦୁ ଗୁଜୁରାଟର କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍…

ସୁସ୍ଥ ହେଉଛନ୍ତି ରଣଧୀର କପୁର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ ହେବା ପରେ ଗତକାଲି ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ୭୪ ବର୍ଷୀୟ ଅଭିନେତା ରଣଧୀର କପୁର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଡାକ୍ତରଖାନାର ସୂତ୍ର ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ…

ଅମ୍ଳଜାନ ଅଭାବ ଯୋଗୁ ଡାକ୍ତରଙ୍କ ସମେତ ୮ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅକ୍ସିଜେନ ଅଭାବ ଯୋଗୁ ଶନିବାର ଦିନ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଡାକ୍ତରଙ୍କ ସମେତ ୮ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଡାକ୍ତରଖାନା ଏକ ବିବୃତ୍ତିରେ କହିଛି ଯେ ଶନିବାର ଦିନ ଜଣେ ଡାକ୍ତରଙ୍କ ସମେତ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।…

ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା : ନର୍ଲା ବ୍ଲକ୍ ବୁଢ଼ୀପଦରସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟ 'ମନୋଜାୟନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ା ମାଝୀଙ୍କ…

ଅନିର୍ଦ୍ଦିଷ୍ଟ କାଳ ଯାଏ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଛନ୍ତି। ଏକ ବିଜ୍ଞପ୍ତିରେ ଆରସିସିଏଫ୍ କହିଛନ୍ତି ଯେ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ…

ଭାରତରେ ସାମୟିକ ଲକ୍‌ଡାଉନର ଆବଶ୍ୟକ ରହିଛି; Dr Fauci

ନୂଆଦିଲ୍ଲୀ: ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫାଉସି କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଭାବରେ ଭାରତରେ କିଛି ସପ୍ତାହ ପାଇଁ ଲକ୍‌ଡାଉନ୍‌ କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ମାରାତ୍ମକ ଦ୍ୱିତୀୟ ତରଙ୍ଗ ହ୍ରାସ ହେବାର କୌଣସି ଚିହ୍ନ ନାହିଁ ବୋଲି ସେ…

[ଭିଡିଓ] ପୋଷା କୁକୁରକୁ ତୀର ମାଡ, ମିଳିଲା ନୂଆ ଜୀବନ !

ମାଲକାନଗିରି: ଜଣେ ମହିଳାଙ୍କ ପୋଷା କୁକୁରକୁ ତୀର ମାଡ । ଶୁଣି ଅବିଶ୍ୱାସ ଲାଗୁଥିଲେ ବି ଏପରି ଏକ ଘଟଣା ମାଲକାନଗିରି ଏମ୍‌.ଭି ୧୭ ନମ୍ବର ଗାଁରେ ଘଟିଛି । ରୀତା ସରକାର ନାମକ ଜଣେ ମହିଳାଙ୍କ ପୋଷା କୁକୁରକୁ କେହି ଅଜଣା ବ୍ୟକ୍ତି ତୀର ମାଡ କରିଥିଲେ । ତେବେ ବହୁ କଷ୍ଟରେ କୁକୁରଟିର ଜୀବନ…

ଭୁବନେଶ୍ୱରରେ ମେ ୩ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ…