Latest Odisha News

BREAKING NEWS

Yearly Archives

2021

କରୋନାରୁ ସୁସ୍ଥ ହେଲେ ଆଉ ୫ ହଜାର ୬୩୪ ଜଣ, ଖୋର୍ଦ୍ଧାରୁ ୧୧୪୬

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଥିବା ବେଳେ ୨୪ ଘଣ୍ଟାରେ ସର୍ବାଧିକ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ ୫ ହଜାର ୬୩୪ ଜଣ କୋଭିଡ୍ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ମୋଟ ସୁସ୍ଥ…

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଜି ପୁଣି ଜଣେ ସାମ୍ବାଦିକଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଟାଇମ୍ସ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ…

ଅକ୍ଷୟଙ୍କ ସହ ତୁଳନାରେ ରାଗିଗଲେ ପଞ୍ଜାବ ଅଲରାଉଣ୍ଡର ହରପ୍ରୀତ

ଅହମ୍ମଦାବାଦ: ଆଇପିଏଲର ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସର ଅଲରାଉଣ୍ଡର ହରପ୍ରୀତ ବରାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ଏହା ପରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଲା ।…

ପୁଣି ସପ୍ତାହେ ଲାଗି ଲକଡାଉନ୍ ବଢ଼ାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୨୫ ହଜାର ତଳକୁ ଖସୁ ନାହିଁ । ଦୁଇ ଥରରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍ ସତ୍ତ୍ୱେ ସଂକ୍ରମଣ ହ୍ରାସ୍ ପାଉନାହିଁ । ଫଳରେ ଦିଲ୍ଲୀରେ ଲକଡାଉନକୁ ଆଉ ଏକ ସପ୍ତାହ ଲାଗି ବଢ଼ାଇ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ୱାର୍ଣ୍ଣରଙ୍କ ସ୍ଥାନରେ ୱିଲିୟମସନ ହେଲେ ହାଇଦ୍ରାବାଦର ଅଧିନାୟକ

ମୁମ୍ବାଇ:ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ଦକ୍ଷତା ମୁତାବକ ହୋଇପାରି ନାହିଁ । ଦଳ ୬ ମ୍ୟାଚରୁ ୫ରେ ପରାଜିତ ହୋଇ ପଂଏଟ ଟେବୁଲର ୮ମ ସ୍ଥାନରେ ରହିଛି । ଶନିବାର ଟିମ୍ ମ୍ୟାନେଜମେଂଟ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଅଭିଜ୍ଞ କେନ…

ନେଗେଟିଭ୍‌, ପଜିଟିଭ୍‌ର ପ୍ରସଙ୍ଗ

ବହୁ ଆଗରୁ ଶୁଣି ଆସୁଥିଲେ ନେଗେଟିଭ୍‌ ଚିନ୍ତା ଜୀବନଚର୍ଯ୍ୟାରେ ବହୁତ ବିପଦ ଆଉ ଅସୁବିଧା ଡାକି ଆଣୁଥିଲା ଆଉ ଏହା ମଧ୍ୟ ସତ ଥିଲା । କଥା କଥାରେ ଆମ ସମସ୍ତେ ସକାରାତ୍ମକ ଚିନ୍ତାଧାରାରେ ଜୀବନ ଅତିବାହିତ କଲେ ପଥସୁଗମ ଆଉ ସୁନ୍ଦର ହେବ ବୋଲି ବିଶ୍ୱାସକୁ ଦୃଢ଼ୀଭୂତ କରିଛେ । କିନ୍ତୁ  ଆଜିକା…

ଭୁବନେଶ୍ୱରର ୨୬ଟି ସ୍ଥାନରେ କୋଭିଡ୍ ଟିକାକରଣ, ଜାଣନ୍ତୁ ଭ୍ୟାକ୍ସିନେସନ ସମୟ…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି । ଏଥିସହ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିବା ଟିକାଦାନ ଜାରି ରହିଛି । ଭୁବନେଶ୍ୱରର ୨୬ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯାଉଥିବା ନେଇ ବିଏମସି ସୂଚନା ଦେଇଛି । ଏଥିସହ ୧୮ରୁ ୪୪…

ଆରପାରିରେ ବିହାରର ବାହୁବଳୀ ନେତା ଶାହାବୁଦ୍ଦିନ

ପାଟନା: ବିହାରର ବାହୁବଳୀ ନେତା ମହମ୍ମଦ ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ ହୋଇଛି । ଆରଜେଡିର ଏହି ନେତା ଏକ ହତ୍ୟା ମାମଲାରେ ତିହାର ଜେଲରେ ବନ୍ଦୀ ଥିଲେ । ତାଙ୍କ ମୃତ୍ୟୁ ଖବର ନେଇ ସନ୍ଦେହ ପ୍ରକାଶ ପାଇବା ପରେ ତିହାର ଜେଲର ଡିଜି ଏହା ସ୍ପଷ୍ଟ କରିଥିଲେ । କରୋନା ଆକ୍ରାନ୍ତ ହେବା ପରେ…

କରୋନା ମୁକାବିଲା; ଭାରତ ପହଞ୍ଚିଲା ସ୍ପୁଟ୍‌ନିକ ଭି ଟିକା

ହାଇଦ୍ରାବାଦ: ରୁଷିଆର କରୋନା ବିରୋଧୀ ଟିକା ସ୍ପୁଟ୍‌ନିକ ଭିର ପ୍ରଥମ ଡୋଜ ଶନିବାର ହାଇଦ୍ରାବାଦରେ ପହଞ୍ଚିଛି। ଖବର ଅନୁଯାୟୀ, ପ୍ରଥମ ବ୍ୟାଚ୍‌ରେ ସ୍ପୁଟ୍‌ନିକ ଭିର ୧୫୦,୦୦୦ ଡୋଜ୍ ରହିଛି। ରୁଷିଆ ନିର୍ମିତ ଟିକା ର ଅନ୍ୟ ୩୦ ଲକ୍ଷ ଡୋଜ ଏହି ମାସ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ। ଏହି…

ଖୁବ୍‌ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବେ କଙ୍ଗନା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ସହ-ନିର୍ଦ୍ଦେଶକ ଭାବରେ କଙ୍ଗନା ରାଣାୱତ ନିର୍ମାତା ଭାବରେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରଥମ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ମଣକର୍ଣ୍ଣିକାରେ ସହ ନିର୍ଦ୍ଦେଶକ ଭାବେ କାମ କରି୍ଥିଲେ। ଅଭିନେତ୍ରୀଙ୍କ ବ୍ୟାନରରେ ପ୍ରଥମ ଡିଜିଟାଲ୍…