Latest Odisha News

BREAKING NEWS

Yearly Archives

2021

କୋଭିଡ୍ ମୁକାବିଲା: ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ ଅଗ୍ରୀମ ୮୮୭୩ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରିରେ ଜୁଝି ହେଉଛି ସାରା ଦେଶ । ଲୋକ ମହାମାରୀ ମୁହଁରେ ପଡ଼ି କଲବଲ ହେଉଛନ୍ତି । ସରକାର ମୁକାବିଲା ଦିଗରେ କଡ଼ା ପଦକ୍ଷେପ ନେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟଗୁଡ଼ିକୁ…

ଆସୁଛି ଅମ୍ଳାନ୍‌ଙ୍କ “ଲାଗେ ପ୍ରେମ ନଜର”

ଭୁବନେଶ୍ୱର: ନୂଆ ପ୍ରଡକ୍ସନ୍ କମ୍ପାନୀ, ନୂଆ ପ୍ରଯୋଜକ । ସାଥିରେ ଷ୍ଟାରକାଷ୍ଟ କେମିଷ୍ଟ୍ରୀ ବି ନୂଆ । କିଛି ଏପରି କମ୍ବିନେସନ୍ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଡିଆ ଫିଲ୍ମ “ଲାଗେ ପ୍ରେମ ନଜର” । ଏଥିରେ ପ୍ରଥମଥର ପାଇଁ ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏକାଠି ଅଭିନୟ…

କରୋନା ରେଡ୍‌ ଜୋନ୍‌ରେ ସାମିଲ ହେଲା ଆଉ ୨ ଜିଲ୍ଲା

ଭୁବନେଶ୍ୱର: ଓଡିଶାର କୋଭିଡ୍‌ ରେଡ୍ ଜୋନ୍ ଭିତରେ ଜିଲ୍ଲାମାନଙ୍କ ସଂଖ୍ୟା ମଧ୍ୟରେ ଆଉ ୨ଟି ଜିଲ୍ଲା ଯୋଡି ହୋଇଛି। ଏହା ଭିତରେ ରେଡ୍‌ ଜୋନ୍‌ ଥିବା ଜିଲ୍ଲା ସଂଖ୍ୟା ଶନିବାର ଦିନ ୧୯ କୁ ବୃଦ୍ଧି ପାଇଛି। ଏହି ଦୁଇଟି ନୂଆ ଜିଲ୍ଲା ହେଉଛି ନୟାଗଡ଼ ଏବଂ ରାୟଗଡା ଏଠାରେ କରୋନା…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ବାଲେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ…

ଭାରତୀୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଆମେରିକା ମଧ୍ୟ ଭାରତୀୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଘୋଷଣା କରାଯାଇଛି। ତେବେ ଏହି ପ୍ରତିବନ୍ଧକରୁ…

ଆଗପଛ ହୋଇ କରୋନାରେ ଚାଲିଗଲେ ସାମ୍ବାଦିକ ଦମ୍ପତି

ନୂଆଦିଲ୍ଲୀ: ଆଉ କେତେ ନିଷ୍ଠୁର ହେବ କରୋନା ? କେତେ ଲୋକଙ୍କ ଜୀବନ ନେବ ମହାମାରୀ ? ରୋହିତ ଶରଦାନାଙ୍କ ଦେହାନ୍ତକୁ ୨୪ ଘଣ୍ଟା ପୂରି ନଥିବା ବେଳେ କରୋନାରେ ଆଖି ବୁଜିଲେ ଆସାମର ସାମ୍ବାଦିକ ଦମ୍ପତି । ଦିଲ୍ଲୀରେ କାର୍ୟ୍ୟରତ ବରିଷ୍ଠ ସାମ୍ବାଦିକ କଲ୍ୟାଣ ବରୁଆ ଓ ତାଙ୍କ ପତ୍ନୀ ନୀଲାକ୍ଷୀ…

ଭାରତକୁ ୩୦୦୦ ଅଜ୍ସିଜେନ କନ୍‌ସେନ୍‌ଟ୍ରେଟର ପଠାଇବ ୟୁନିସେଫ୍‌

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ଗୁରୁତ୍ବପୂର୍ଣ୍ଣ ଜୀବନ ରକ୍ଷାକାରୀ ସାମଗ୍ରୀ ଭାରତ ପଠାଇବ।  ଯେଉଁଥିରେ ୩୦୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। କରୋନା ସଙ୍କଟ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: ଚଳଚ୍ଚିତ୍ର, ଟିଭି ସୋ ଏବଂ ୱେବ୍ ସିରିଜରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ବିକ୍ରମଜିତ୍ କନୱାରପାଲଙ୍କ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟରରେ…

ଏସ୍‌ପି ନେତା ମହମ୍ମଦ ଆଜାମ ଖାନ କରୋନା ପଜିଟିଭ

ନୂଆଦିଲ୍ଲୀ: ବର୍ତ୍ତମାନ ସୀତପୁର ଜେଲରେ ରହୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜାମ ଖାନ ଶୁକ୍ରବାର ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜାମ ଖାନ ଜେଲ ପରିସରରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଜମି…

ଭାରତ ଫେରନ୍ତାଙ୍କ ଉପରେ ବ୍ୟାନ୍ ଲଗାଇଲା ଅଷ୍ଟ୍ରେଲିଆ, ଉଲ୍ଲଂଘନ କଲେ ଜେଲ୍ ଓ ଜରିମାନା

ସିଡନୀ: ଭାରତରେ କରୋନା ସଂକ୍ରମଣ ବ୍ୟାପୁଛି । ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏପରିକି ନିୟମ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ।…