କରୋନା କାଳରେ ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ଦିନ ଆରମ୍ଭ ହୋଇଛି।
କରୋନା କଟକଣା ମଧ୍ୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୩୪ଟି ଆସନରେ ଭୋଟିଂ ଚାଲିଛି।
ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ କୋଲକାତା, ଦକ୍ଷିଣ ଦିନାଜପୁର, ମାଲଦା,…