Latest Odisha News

BREAKING NEWS

Yearly Archives

2021

IPL: ଶେଷ ଓଭରରେ ୩୭ ରନ୍ କରି ଜାଡେଜାଙ୍କ ରେକର୍ଡ

ମୁମ୍ବାଇ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ରେକର୍ଡ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସରେ ଜାଡେଜା ଶେଷ ଓଭରରେ ୩୭ ରନ୍ କରି ରେକର୍ଡ କରିଛନ୍ତି । ବାମହାତୀ ଜାଡେଜା ୨୮ ବଲ୍ ଖେଳି ଅପରାଜିତ ୬୨ ରନ୍ କରିଥିଲେ । ପ୍ରଥମେ ଟସ୍ ଜିତି ବ୍ୟାଟିଂ…

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା

ଭବାନୀପାଟଣା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଖାସକରି ପଶ୍ଚିମ ଓଡ଼ିଶାରେ ଏବେ ଉପରମୁହାଁ ଭାଇରସ । ତେବେ କଳାହାଣ୍ଡି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲା ପଞ୍ଚାୟତରେ ସପ୍ତାହକ…

ଜାଡେଜାଙ୍କଠାରୁ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଆଇପିଏଲରେ ସବୁ ସମ୍ଭବ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ରବୀନ୍ଦ୍ର ଜାଡେଜା । ତାଙ୍କରି ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ମହେନ୍ଦ୍ର ସିଂ ଧୋନୀ ନେୃତ୍ୱତ୍ୱାଧୀନ ଚେନ୍ନାଇ ୬୯ ରନରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି ।…

୧୭ ସହରରେ ପାରଦ ଡେଇଁଲା ୪୦ ଡିଗ୍ରୀ, ୪୩.୨ ଡିଗ୍ରୀରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ଗତକାଲି ଭଳି ମଧ୍ୟ ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଲଗାତାର ଦ୍ୱିତୀୟ ଦିନ ଲାଗି ତାତି ରାଜଧାନୀବାସୀଙ୍କୁ…

ଦେଶର ୪ ବରିଷ୍ଠ ଡାକ୍ତର ଦେଲେ ପରାମର୍ଶ, ୯୨ରୁ ତଳକୁ ଖସିଲେ ଦରକାର ଅକ୍ସିଜେନ୍

ନୂଆଦିଲ୍ଲୀ : ସାରା ଦେଶରେ ମହାମାରୀ କରୋନାକୁ ନେଇ ଆତଙ୍କ । ଏଭଳି ସ୍ଥିତିରେ ଦେଶର ଖ୍ୟାତନାମା ଡାକ୍ତର ପୁଣି ଏହି ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଭର୍ଚୁଆଲରେ ହୋଇଥିବା ବୈଠକରେ ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ସମେତ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡ. ନରେଶ…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ବାବର

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ବାବର ଆଜମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଟି୨୦ରେ ଦ୍ରୁତତମ ୨୦୦୦ ରନ ସଂଗ୍ରହ କରିବାରେ କୋହଲୀ କୀର୍ତିମାନ ସ୍ଥାପନ କରିଥିଲେ । ସେ ୫୬ଟି ଇନିଂସ ଖେଳି ଏହି ରେକର୍ଡ କରିଥିବା ବେଳେ…

ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ମାଗଣା କୋଭିଡ୍ ଟିକା ଘୋଷଣା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦୈନିକ ୬ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟରେ ବେଡ୍ କି କୋଭିଡ୍ ଔଷଧର ଅଭାବ ମଧ୍ୟ ନାହିଁ । ତେବେ, ମେ’୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ କୋଭାକ୍ସିନ୍ ଓ କୋଭିସିଲ୍ଡ ମଧ୍ୟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣ ଭଳି ଆରୋଗ୍ୟ ହାରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ରାଜ୍ୟରୁ ଆଉ ୩ ହଜାର ୪୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ…

କାନପୁରର ଜଗନ୍ନାଥ ମନ୍ଦିରରୁ ବର୍ଷା କେତେ ହେବ ଆଗୁଆ ଜଣା ପଡିଥାଏ !

କାନପୁର: କାନପୁରର ବେହଟା ଗ୍ରାମରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ମନ୍ଦିର ରହିଛି । ଭଗବାନ ବଳଭଦ୍ର ଏବଂ ମାଆ ସୁଭଦ୍ରା ମଧ୍ୟ ଏଠାରେ ପୂଜା ପାଇଥାନ୍ତି । ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ କେତେ ବର୍ଷା ହେବ ତାହା ଆଗୁଆ ଜଣା ପଡିଥାଏ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ୫ ହଜାର ବର୍ଷ ତଳର ଏହି…

ମେହନ୍ଦୀପୁରର ବାଲାଜୀ ମନ୍ଦିର: ଦୁର୍ବଳ ହୃଦୟଙ୍କ ପାଇଁ ଏଠାକୁ ଆସିବା ମନା

ଜୟପୁର: ରାଜସ୍ଥାନର ମେହେନ୍ଦୀପୁର ବାଲାଜୀ ମନ୍ଦିର ଏକ ବଡ ତନ୍ତ୍ର ପୀଠ କହିଲେ ଭୁଲ ହେବ ନାହିଁ । ଭୂତ, ପ୍ରେତଙ୍କ କବଳରୁ ନିଜକୁ ଛଡାଇବା ପାଇଁ ଦେଶର କୋଣ ଓ ଅନୁକୋଣରୁ ଲୋକମାନେ ଏଠାକୁୁ ଆସିଥାନ୍ତ । ପ୍ରାୟ ସମୟରେ ମନ୍ଦିରର ପରିବେଶ ଏତେ ଭୟଙ୍କର ହୋଇଥାଏ ଯେ ଦୁର୍ବଳ ହୃଦୟ ଥିବା…