Latest Odisha News

BREAKING NEWS

Yearly Archives

2021

ଗାଁରେ ହାତୀ , ଆତଙ୍କିତ ଲୋକେ

ମୟୂରଭଞ୍ଜ :ପୁଣି ମାତିଲେ ହାତୀ । ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଗାଁର ଲୋକମାନେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କିଛି ଦିନ ଧରି ହାତୀଙ୍କ ତାଣ୍ଡବ ଲାଗିରହିଛି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ…

ଦେଶରେ ହେବ ୫୫୧ ମେଡିକାଲ ଅକ୍ସିଜେନ ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ପୀଡିତ ଗୁରୁତର ରୋଗୀଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସରକାର ଉତ୍ସର୍ଗୀକୃତ Pressure Swing Adsorption (PSA) ମେଡିକାଲ ଅକ୍ସିଜେନ ଜେନେରେସନ୍ ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। PM…

ମୁଖ୍‌ତର୍‌ ଅନସାରୀ କରୋନା ପଜିଟିଭ

ଉତ୍ତରପ୍ରଦେଶ: ଦୁଇ ସପ୍ତାହ ପୂର୍ବେ ଉତ୍ତରପ୍ରଦେଶର ବାନ୍ଦା ଜେଲକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତର୍‌ ଅନସାରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶନିବାର ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁଖତର୍‌ ଏବଂ ଅନ୍ୟ କଏଦୀମାନଙ୍କର କୋଭିଡ୍ ପରୀକ୍ଷା…

ରେମଡେସିଭିର କଳା ବଜାରି ଅଭିଯୋଗରେ ଡାକ୍ତର ଗିରଫ

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ଚାହିଦା ଥିବା ରେମଡେସିଭିରର କଳା ବଜାରି ଅଭିଯୋଗରେ ସୁରଟରେ ଜଣେ ଡାକ୍ତର ଏବଂ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଏକ ଟିମ୍ ଶନିବାର ଗୁଜୁରାଟର ବିଭିନ୍ନ ଅଞ୍ଚଳର ଚାରି ଜଣଙ୍କୁ ଏହି କଳା ବଜାରି…

କୋଭିଡ ସେଣ୍ଟର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ ସେଣ୍ଟର ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସୂଚନା ଅନୁଯାୟୀ, ୧୨୫ ବେଡ୍ ମଧ୍ୟରୁ ୧୦୦ଟି କୋଭିଡ ରୋଗୀଙ୍କ ପାଇଁ ଏବଂ ୨୫ଟି କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପାଇଁ ରହିବ। କୋଭିଡ ରୋଗୀଙ୍କ…

କରୋନାରେ ଟିଏମ୍‌ସି ପ୍ରାର୍ଥୀଙ୍କ ମୃତ୍ୟୁ

କୋଲକାତା: ପାରାଗାନା ଜିଲ୍ଲାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନା ରବିବାର କୋଲକାତାରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି ଯେ, ସେ ନିଜ ଜୀବନକୁ ଲୋକଙ୍କ…

ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ, ମାଟ୍ରିକ ପରୀକ୍ଷା ନେଇ ମିଛ ପୋଷ୍ଟ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ମିଛ ଖବର ପୋଷ୍ଟ କରିଛନ୍ତି ଦୁର୍ବୃତ୍ତ । ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଲେଖିଛନ୍ତି । ଫେକ୍ ଆକାଉଣ୍ଟ ଉପରେ ବିଶ୍ୱାସ ନକରିବା ପାଇଁ ନିବେଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର…

କରୋନାରେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

ଯାଜପୁର: ବେଙ୍ଗାଲୁରୁରେ ଯୁବ ଓଡିଆ ବୈଜ୍ଞାନିକ ପ୍ରିୟଶ୍ଲୋକ ଆର୍ଯ୍ୟଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗାଁର ବାସିନ୍ଦା ଥିଲେ। ସେ ବିଶିଷ୍ଟ…

ଦ୍ୱିତୀୟ ଥର କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ, ପତ୍ନୀ ବି ପଜିଟିଭ୍

ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିମୋ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ସେ ଦ୍ୱିତୀୟ ଥର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ବାବୁଲ ସୁପ୍ରିୟୋ । ସେ ଲେଖିଛନ୍ତି…

କାୟା ମେଲାଉଛି କରୋନା; ୩ ଦିନରେ ICUରେ ଭର୍ତ୍ତି ହେଲେ ୩୩୬ ରୋଗୀ

ଭୁବନେଶ୍ୱର: କ୍ରମାଗତ ଚାରି ଦିନ ହେବ ଓଡିଶାରେ ୬୦୦୦ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲର ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲ୍…