Latest Odisha News

BREAKING NEWS

Yearly Archives

2021

ସନ୍ଧ୍ୟା ପରେ ଏହି ଦୁର୍ଗକୁ ଯିବା ମନା

ଅଲବର: ରାଜସ୍ଥାନର ଅଲୱରରେ ରହିଛି ରହସ୍ୟରେ ଭରପୂର ଭାନଗଡ ଦୁର୍ଗ । ଭୂତ, ପ୍ରେତ ଏବଂ ଆତ୍ମାକୁ ନେଇ ଭିନ୍ନ ଭିନ୍ନ କାହାଣୀ ଏଠାରେ ଶୁଣିବାକୁ ମିଳିଥାଏ । ସୁନ୍ଦର ବାସ୍ତୁକଳାରେ ନିର୍ମିତ ଏହି ଦୁର୍ଗରେ େ ସମୟରେ ମନ୍ଦିରଠାରୁ ଆରମ୍ଭ କରି ଉଦ୍ୟାନ ପର୍ଯନ୍ତ ଥିଲା । ଏହା ଭାଙ୍ଗି ଯାଇଥିଲେ…

ଭୁବନେଶ୍ବରରୁ ଆଉ ୬୮୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ମହାମାରୀ କରୋନା ଏବେ ଉପରମୁହାଁ । ସଂକ୍ରମଣ ବଢୁଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି । ସାରା ରାଜ୍ୟରେ ଦେଖାଦେଲାଣି ଏକ ପ୍ରକାର ଭୟ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୬୮୩ ପଜିଟିଭ୍ । କ୍ବାରେଣ୍ଟାଇନରୁ…

ଓଡ଼ିଶା ମାଗଣା କରୋନା ଟିକା ଦେବାକୁ ପୁଣି ଦାବି କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଏହା ପୂର୍ବରୁ ଏକାଧିକ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରି ସାରିଛନ୍ତି । ଘୋଷଣା ସହ ୟୁପି ସରକାର କୋଭାକ୍ସିନର ୫୦ ଲକ୍ଷ ଡୋଜ୍ ଏବଂ କୋଭିସିଲ୍ଡର ୫୦ ଲକ୍ଷ ଡୋଜ୍ ଟିକା ଅର୍ଡର ମଧ୍ୟ…

କରୋନା ପଜିଟିଭ୍ ଚିହ୍ନଟ ପରେ ୭୨ଘଣ୍ଟା ପାଇଁ ରାଉରକେଲାର ଇପିଏଫ୍ ଅଫିସ୍ ବନ୍ଦ

ରାଉରକେଲା : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି କରୋନା ସଂକ୍ରମଣ । କିଛି ଦିନ ଧରି ଲଗାତର କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ, ଗତ ୨୪ ଘଣ୍ଟାରେ ସାମାନ୍ୟ ହ୍ରାସ ପାଇଛି ଆକ୍ରାନ୍ତ ସଂଖ୍ୟା । ତେବେ ଭୂତାଣୁକୁ ନେଇ ସୁନ୍ଦରଗଡ଼ରେ ସଂକ୍ରମିତ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ଅବସରରେ…

କୋଭିଡ୍‌ ୱାର୍ଡରେ ହେଲା ବିବାହ‌; ପିପିଇ କିଟ୍‌ ପିନ୍ଧି ବିବାହ ବେଦୀକୁ ଆସିଲା କନ୍ୟା

କେରଳ: କେରଳର ଜଣେ ଦମ୍ପତି ନିକଟରେ କେରଳର ଆଲାପୁଜା ମିଡିଆ କଲେଜରେ ଥିବା ଏକ କୋଭିଡ୍ ୱାର୍ଡ ଭିତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବରର କିଛି ଦିନ ପୂର୍ବରୁ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ କୋଭିଡ୍‌ ୱାର୍ଡ ଭିତରେ ଉଭୟ ବର ଏବଂ କନ୍ୟାଙ୍କର ବିବାହ ହୋଇଥିଲା। ସବୁଠୁ…

ମୋବାଇଲରେ ପବଜି ଖେଳିବା ହେଲା କାଳ, ଟ୍ରେନ୍ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଟାଙ୍ଗି : ମୋବାଇଲରେ ପବଜି ଖେଳିବା ହେଲା କାଳ । ଟ୍ରେନ ଧକ୍କାରେ ଅକାଳରେ ଚାଲିଗଲା ନୀରିହ ଛାତ୍ରଙ୍କ ଜୀବନ । ଏଭଳି ଘଟଣା ଘଟିଛି ଟାଙ୍ଗି ଗଙ୍ଗାଧରପୁର ରେଳ ଷ୍ଟେସନରେ । ସୂଚନା ମୁତାବକ, ଟାଙ୍ଗି ଥାନା ନଇରୀ ଗାଁର ସୁଶାନ୍ତ ବେହେରା ପବଜି ଖେଳୁ ଖେଳୁ ଟ୍ରେନ୍ ଲାଇନ୍ ଆଗକୁ ଚାଲି ଆସିଥିଲେ ।…

ଆଲୋକ ଦେଖିଲେ ଗାଁର ଲୋକେ

କଳାହାଣ୍ଡି: ଦୀର୍ଘ ଦିନ ପରେ ଅନ୍ଧାରରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଲି ଯୋଗୁ ସଠିକ ଭାବରେ ଯୋଜନା…

ପୁରୀ ସେବାୟତଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ପୁରୀ: ଏବେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା। ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ନ୍ୟୁ ଇଣ୍ଡିଆ ଆସୁରାନ୍ସ ନିଯୁକ୍ତ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ…

ସ୍ବର୍ଗଦ୍ବାରରେ ଶବଦାହ ନେଇ ଲାଗିଲା କଟକଣା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବଦାହ ନେଇ କଟକଣା ଜାରି କରାଯାଇଛି। ତଦନୁଯାୟୀ ପୁରୀ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଶବଦାହ ଲାଗି ଅନୁମତି ନାହିଁ। ଏହି ନିଷ୍ପତ୍ତି ଏପ୍ରିଲ ୨୬ରୁ କାର୍ଯ୍ୟକାରୀ ହେବ…

ମହାରାଷ୍ଟ୍ରରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ମୁମ୍ବାଇ: ମହାରାଷ୍ଟ୍ରରେ ୧୮-୪୫ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡ-୧୯ ଟିକା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ନୱାବ ମଲିକ ରବିବାର କହିଛନ୍ତି। ଟିକାକରଣ ଅଭିଯାନ ଲାଗୁ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ନୱାବ ମଲିକ କହିଛନ୍ତି। କୋଭିଡ-୧୯ ଦ୍ୱାରା ସବୁଠାରୁ ଅଧିକ…