Latest Odisha News

BREAKING NEWS

Yearly Archives

2021

ମେ ୩ ଯାଏ ଦିଲ୍ଲୀ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖାଯାଉଥିଲେ ମଧ୍ୟ କୋଭିଡ-୧୯ ମାମଲାରେ ବୃଦ୍ଧି ହେତୁ ଦିଲ୍ଲୀରେ ଜାରି ରହିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଦିଲ୍ଲୀରେ ଲାଗୁ କରାଯାଇଥିବା…

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

ବାଲେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବ୍ୟାପୁଛି କରୋନା କାୟା । ଓଡ଼ିଶାର ସୀମାନ୍ତବର୍ତ୍ତୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ ଯାଇ ଦୁଇଟିଯାକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।…

ମହିଳାମାନେ ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ବିରୁଦ୍ଧରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ନେବାକୁ ଅନୁମତି ନେଇ କେନ୍ଦ୍ର ଘୋଷଣା କରିବାର କିଛି ଦିନ ପରେ, ଅନେକ ମହିଳା ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି ନାହିଁ ସେ ନେଇ ଚିନ୍ତା ବଢିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ…

କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, କରୋନା ଭୟରେ ପଡ଼ି ରହିଛି ମୃତଦେହ

ବୌଦ୍ଧ: କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ । କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି । ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର…

ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ୍ ଡିଲ୍, ବେପାରୀ ବେଶରେ ୨ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ…

‘ରାଧେ’ ଫିଲ୍ମର ଟ୍ରେଲର ଜରିଆରେ ଲୋକଙ୍କ ମଧ୍ୟରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଭାରତରେ କୋଭିଡ୍-୧୯ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର। ଆମେ ସମସ୍ତେ ବର୍ତ୍ତମାନ ଘରେ ରହିବା ଏବଂ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଜରୁରୀ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ପୋଲିସ୍ ବିଭାଗର ଅନେକ…

କରୋନା ମୁକାବିଲା; ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ରହିଛି ଅଧିକ ଆଣ୍ଟିବଡି

ମୁମ୍ବାଇ: ମହାରାଷ୍ଟ୍ରରେ ମୁମ୍ବାଇର ନାଗରିକ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ଜଣାପଡିଛି ଯେ କରୋନାଭାଇରସ୍ ସହିତ ଲଢିବା ପାଇଁ ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଆଣ୍ଟିବଡି ରହିଥାଏ। ଏହା ମଧ୍ୟ ଦର୍ଶାଇଛି ଯେ ସହରାଞ୍ଚଳରେ ସେରୋ ପଜିଟିଭିଟି ବଢୁଥିବାବେଳେ ବସ୍ତି…

ତାଳଚେର ହିଙ୍ଗୁଳା ମନ୍ଦିର ବିକାଶ ପାଇଁ MCL ସିଏସ୍ଆର୍‌ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର

ଅନୁଗୋଳ: ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର । ଏମ୍‌ସିଏଲ୍‌ର ସିଏସ୍ଆର୍ ପାଣ୍ଠିରୁ ମନ୍ଦିରର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମନ୍ଦିର ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର କୋଇଲା ଓ ଖଣି…

ଦିଲ୍ଲୀରେ ବଢିପାରେ ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ: ବଢୁଥିବା କୋଭିଡ-୧୯ ମାମଲା ମଧ୍ୟରେ ଦିଲ୍ଲୀ ସରକାର ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି ପାରନ୍ତି ସୂଚନା ମିଳିିଛି। ଆଜି ଏ ନେଇ ଅନ୍ତିମ ନିଷ୍ପତ୍ତି ଆସିପାରେ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତରୁ ଅଧିକ, ଅମ୍ଳଜାନର ସଙ୍କଟ ଦେଖାଦେଇଛି,…

ଅକ୍ସିଜେନ୍ ଦେଉଛି ଓଡ଼ିଶା: ୪୯ଟି ଟ୍ୟାଙ୍କରରେ ବିଭିନ୍ନ ରାଜ୍ୟକୁ ଦେଲାଣି ୮୬୯ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: କରୋନା କାଳରେ ସାରା ଦେଶରେ ଦେଖାଦେଇଛି ଅକ୍ସିଜେନ ସଂକଟ । ଏଭଳି ଦୁସ୍ଥିତିରେ ସମୟରେ ବିଭିନ୍ନ ରାଜ୍ୟରୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଗତ ତିନି ଦିନ ଭିତରେ (ଆଜି ସୁଦ୍ଧା) ଓଡ଼ିଶା ମୋଟ୍ ୪୯ଟି ଅକ୍ସିଜେନ୍ ଟ୍ୟାଙ୍କର ଯୋଗେ ବିଭିନ୍ନ ରାଜ୍ୟକୁ ପଠାଇଛି ୮୬୯ ମେଟ୍ରିକ ଟନ୍…