Latest Odisha News

BREAKING NEWS

Yearly Archives

2021

ଆସନ୍ତୁ ଜାଣିବା ଧୋନୀଙ୍କ ଉପରେ ଦ୍ରାବିଡ କାହିଁକି ରାଗିଥିଲେ !

ମୁମ୍ବାଇ: ରାହୁଲ ଦ୍ରାବିଡ ରାଗୁଥିବା ଏକ ବିଜ୍ଞାପନର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହା ଭାଇରାଲ ହେବାର ମୂଖ୍ୟ କାରଣ ହେଲା ଦ୍ରାବିଡ ପ୍ରାୟଥଃ ରାଗନ୍ତି ନାହିଁ । ଏହି ବିଜ୍ଞାପନର ପରେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଏକ ମଜାଦାର କଥା…

ରାଜ୍ୟରେ କୋଭିଡ଼ ପାଇଁ କଟକଣା ଜୋରଦାର, କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ 

ଭୁବନେଶ୍ୱର: କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡ଼ି ଚେକିଂ ହେବ । ଏନେଇ ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଞ୍ଚ ହେବ ବୋଲି ସେ କହିଛନ୍ତି ।  ବିଏମସି ଏବଂ…

ନିଲମ୍ବିତ ପୋଲିସ ଅଧିକାରୀ ସଚିନ୍ ୱା‌ଜେଙ୍କ ସହଯୋଗୀ ରିୟାଜ କାଜୀଙ୍କୁ ଗିରଫ କଲା ଏନଆଇଏ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଏବଂ ଏସୟୁଭି ଜବତ ମାମଲାରେ ଏନଆଇଏ ନିଲମ୍ବିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ୱା‌ଜେଙ୍କ ସହଯୋଗୀ ପୋଲିସ ଅଧିକାରୀ ରିୟାଜ କାଜୀଙ୍କୁ ଗିରଫ କରିଛି। ସହକାରୀ ପୋଲିସ ଇନ୍ସପେକ୍ଟର (ଏପିଆଇ) କାଜୀଙ୍କୁ ରବିବାର…

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ

କଟକ: ଦୁଇ ବନ୍ଧୁକ ବେପାରୀ କଟକ ଚାଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଛନ୍ତି । ଚାଉଳିଆଗଞ୍ଜ ଥାନା ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ  ଆକସ୍ମିକ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ବନ୍ଧୁକ ବେପାରୀ ହେଲେ ଜଗତସିଂହପୁରର ଅଜିତ ରାୟ ଓ ଗଞ୍ଜାମର ଅଜୟ ମହାରଣା । ସେମାନଙ୍କ ଠାରୁ…

ଉତ୍ତର ପ୍ରଦେଶର ଏହି ସବୁ ସ୍ଥାନରେ ବଢିଲା ନାଇଟ୍‌‌ କର୍ଫ୍ୟୁର ଅବଧି

ଉତ୍ତରପ୍ରଦେଶ: ଯୋଗୀ ଆଦିତ୍ୟନାଥ ସରକାର ଉତ୍ତରପ୍ରଦେଶ ଜିଲ୍ଲାରେ ୫୦୦ ରୁ ଅଧିକ ସକ୍ରିୟ କୋଭିଡ ମାମଲା ସହ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ…

କେନ୍ଦ୍ର ସରକାର ସବୁ ବୟସ ବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ 

ନୂଆଦିଲ୍ଲୀ: ଟିକାକରଣ ଉପରୁ ବୟସ କଟକଣା ହଟାଯାଉ । କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ । ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା କାରଣରୁ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ…

ଚାରି ଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧ କୋଟିରୁ ଅଧିକ ଜରିମାନା ଆଦାୟ

ଭୁବନେଶ୍ୱର: ଓଡିଶା ପୋଲିସ ଦ୍ୱାରା କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଇଥିବା ଜରିମାନା ଚାରି ଦିନ ମଧ୍ୟରେ ୧ କୋଟି ଟଙ୍କା ଅତିକ୍ରମ କରିଛି। ଚତୁର୍ଥ ଦିନରେ ମୁହଁରେ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଂଘନ କରିବା ଏବଂ ସାମାଜିକ ଦୂରତା ନମାନିଥିବାରୁ ଓଡିଶା ପୋଲିସ ୧୧,୫୦୦…

ନିଜ ବାସଭବନ ‘ଜଲ୍‌ସା’ର ନୂଆ ରାଜ୍‌ ଖୋଲିଲେ ବିଗ୍‌ ବି

ନୂଆଦିଲ୍ଲୀ: ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଅଭିନୀତ ହିଟ୍ ଫିଲ୍ମ 'ଚୁପକେ ଚୁପକେ'ର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ଅମିତାଭ ବଚ୍ଚନ ଲେଖିଛନ୍ତି ଯେ ଚୁପକେ…

ଆଜି ବନ୍ଦ ରହିଛି ଶ୍ରୀଜିଉଙ୍କ ଦର୍ଶନ

ପୁରୀ: କୋଭିଡ ସଂକ୍ରମଣର ମୁକାବିଲା ପାଇଁ ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜ କରାଯାଉଛି। ଯାହା ଫଳରେ ବନ୍ଦ ରହିଛି ଶ୍ରୀମନ୍ଦିର ଦର୍ଶନ। ପୂର୍ବ ନିଷ୍ପତି ଅନୁଯାୟୀ ଗତ ସପ୍ତାହରୁ ରବିବାର ଦିନ ମନ୍ଦିର ଦନ ବନ୍ଦ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ ଭାବେ ସାନିଟାଇଜ…

ଧରାପଡିଲା ମୋବାଇଲ ଲୁଟେରା ଗ୍ୟାଙ୍ଗ, ୧୧ ଗିରଫ

ପୁରୀ: ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଏଥିରେ ୧୧ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୨୩ଟି ଚୋରି ହୋଇଥିବା ମୋବାଇଲ ଜବତ କରାଯାଇଛି । ୧୦ ଦିନ ଭିତରେ ଦୁଇଟି ଗ୍ୟାଙ୍ଗକୁ ଧରିଛି ପୋଲିସ । ଦ୍ଵିତୀୟ ଗ୍ୟାଙ୍ଗକୁ ବ୍ରହ୍ମଗିରି ଅଞ୍ଚଳରୁ ଗିରଫ କରିଛି…