Latest Odisha News

BREAKING NEWS

Yearly Archives

2021

୨ଟି ଜେଲରେ ୯ କଏଦୀ କରୋନା ସଂକ୍ରମିତ ଚିହ୍ନଟ

ପାରଳାଖେମୁଣ୍ଡି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜେଲରେ ସଂକ୍ରମଣ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାର ୨ଟି ଜେଲରେ ୯ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ଉପ କାରାଗାରର ୩ ଜଣ କଏଦୀ ଓ ଆର.ଉଦୟଗିରି ଉପ କାରାଗାରର ୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ…

ପିପିଲି ଉପନିର୍ବାଚନ: କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଜୁନିଅର ମହାରଥୀଙ୍କ ପାଇଁ ମାଗିବେ ଭୋଟ 

ଭୁବନେଶ୍ବର: ପିପିଲିରେ ଉପନିର୍ବାଚନ ତାତି । ଭୋଟରଙ୍କ ମନ ଜିତିବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ଦଳର ନେତା ଓ କର୍ମୀ । ଆସନ୍ତାକାଲି ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପିପିଲି ବ୍ଳକ୍ ଓ ଏନଏସି ପାଇଁ କରିବେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ଏପ୍ରିଲ୍ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ମାମଲାରେ ବୃଦ୍ଧି ପରେ ସରକାର ନବମ ଓ ଏକାଦଶ ଶ୍ରେଣୀ ଲାଗି ବିଦ୍ୟାଳୟରେ ପାଠପଢ଼ାକୁ ବନ୍ଦ କରି ଦେଇଛନ୍ତି । ତେବେ ନବମ ଶ୍ରେଣୀ ପରୀକ୍ଷା ହେବା ନା ନାହିଁ ତା’କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…

ଅଫ୍‌ଲାଇନ୍‌ ବୋର୍ଡ ପରୀକ୍ଷା ସପକ୍ଷରେ ନାହାନ୍ତି ସୋନୁ ‌ସୁଦ

ନୂଆଦିଲ୍ଲୀ: କରୋନା ମାମଲା ବଢିବା ସ‌ତ୍ତ୍ବେ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଥିବା ଛାତ୍ରମାନଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ଅଭିନେତା ସୋନୁ ସୁଦ। ସୋନ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି, “ମୁଁ…

ହାଇଦରକୁ ଧରିବାକୁ ଆଲର୍ଟରେ ଓଡ଼ିଶା ପୋଲିସ, ସବୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର

ଭୁବନେଶ୍ୱର: ଓଡ଼ିଶା ପୋଲିସର ଅପରେସନ୍ ହାଇଦର । ଶନିବାପ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଫେରାର୍ ହୋଇଯିବା ପରେ ପୋଲିସର ଚିନ୍ତା ବଢ଼ିଛି । ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କ୍ରାଇମବ୍ରାଞ୍ଚ…

କେମିତି ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ?

ମୁମ୍ବାଇ: ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ରୋମାଣ୍ଟିକ ସମ୍ପର୍କର ଆରମ୍ଭ ବିଷୟରେ ପ୍ରକାଶ କରିଥିଲେ। ୨୦୦୭ରେ ଏହି ଦମ୍ପତି ବିବାହ ବନ୍ଧ‌ନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଗୋଟିଏ ଝିଅ ଆରାଧ୍ୟା ମଧ୍ୟ ଅଛି। ତେବେ ଆପଣ ଜାଣନ୍ତି…

SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣା, ୬ ପୋଲିସ ନିଲମ୍ବିତ

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି । ବିଭାଗୀୟୟ ତଦନ୍ତ ପରେ କାର୍ଯ୍ୟରେ ଅବହେଳା ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ…

୩୦ଟି ଏପିସୋଡ୍‌ ଦେଖିଲେ ମିଳିବ ନଗଦ ୧୦୦୦ ଡଲାର୍‌

ନୂଆଦିଲ୍ଲୀ: ଆପଣ ଜାଣନ୍ତି ଗୋଟିଏ ମାସରେ ୩୦ଟି ଏପିସୋଡ୍ ଦେଖିଲେ ମିଳିବ ୧୦୦୦ ଡଲାର୍‌। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ ଏହା ଏକ୍‌ଦମ ସତ। ଏକ ହୋମ ୱାରେଣ୍ଟି ରିଭ୍ୟୁ ୱେବସାଇଟ୍ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଏକ ମାସରେ ଅତି କମରେ ୩୦ ଟି ଏପିସୋଡ୍…

ବାଲୁକା କଳା ମାଧ୍ୟମରେ କୋଭିଡ୍ ଟିକା ନେବାକୁ ଜନ ସଚେତନତା

ପୁରୀ: ଆଜିଠାରୁ ଦେଶରେ ଆରମ୍ଭ ହୋଉଛି ୪ ଦିନିଆ ଟିକା ଉତ୍ସବ । ଏହି ଅବସରରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରାଯାଇଛି । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳାରେ ପ୍ରସ୍ତୁତ କରାଯାଇଛି ସବୁଠାରୁ…

IPL 2021- ପ୍ରଥମ ମ୍ୟାଚ୍ ହାରିବା ପରେ ଧୋନିଙ୍କ ଉପରେ କାହିଁକି ଲାଗିଲା ଜରିମାନା ?

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିବା ପରେ ଦଳକୁ ଆଉ ଏକ ଝଟକା ଲାଗିଛି । ସ୍ଲୋ ଓଭର୍ ରେଟ୍ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଜରିମାନା କରାଯାଇଛି ।…