Latest Odisha News

BREAKING NEWS

Yearly Archives

2021

ଦିଲ୍ଲୀ (AIIMS)ର ୩୫ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ରେ ୩୫ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପୂର୍ବରୁ ଗୁରୁବାର ଦିନ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିବା…

ସମଲେଇ ବିକାଶ ଯୋଜନା: ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା । ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା…

ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ଏବଂ ପ୍ଲସ୍ ୨ ପରୀକ୍ଷା; ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ କରୋନାର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ମାଟ୍ରିକ୍ ଏବଂ ପ୍ଲସ୍ ୨ ପରୀକ୍ଷା ପୁନଃସ୍ଥିର କରିବାର କୌଣସି ଯୋଜନା ନାହିଁ। ସେ କହିଛନ୍ତି, “ପୂର୍ବରୁ ଘୋଷିତ ତାରିଖ ଅନୁଯାୟୀ…

ପ୍ରଫେସର କମଲ ଜିତ୍‌ ସିଂଙ୍କୁ କଟକ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀ ଲାଲ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଫେସର ସିଂ ଚାରି ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ସିଂ ବର୍ତ୍ତମାନ ହିମାଚଳ…

କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଦୁଇଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ସର୍ଜରୀ ଏବଂ ମେଡିସିନ୍ ବିଭାଗର ୨ ଜଣ ଡାକ୍ତର କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…

୧୧ ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ, ସରକାରଙ୍କ ବିରୋଧରେ ନାରାବାଜି

କୋରୁକୋଣ୍ଡା: ଆଜି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ସେମାନେ ସରକାରଙ୍କ ସାମ୍ନାରେ ୧୧ ଦଫା ଦାବି ରଖିଛନ୍ତି । ଅଙ୍ଗୁରଗୁଡା, ଅମ୍ବିଲିବେଡା, ସାନ୍ଅମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା ଭଳି…

ଏହି ବିଶ୍ୱବିଦ୍ୟାଳୟର ୧୧ ଛାତ୍ର କରୋନା ପଜିଟିଭ

ସମ୍ବଲପୁର: ଶୁକ୍ରବାର ଦିନ ଓଡ଼ିଶାର ସମ୍ବଲପୁର ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (SUIIT) ରୁ ୧୧ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ (SUIIT)ର କୁଳପତି କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ୧୧ ଜଣ…

ମାଲକାନଗିରିରୁ ଛତିଶଗଡ, ରାୟପୁର ମଧ୍ୟରେ ବସ ଚଳାଚଳ ବନ୍ଦ

ମାଲକାନଗିରି: ବନ୍ଦ ହେଲା ମାଲକାନଗିରି ଠାରୁ ଛତିଶଗଡ ରାୟପୁର ମଧ୍ୟରେ ବସ ଚଳାଚଳ । ଆସନ୍ତା କାଲି ଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କୌଣସି ବସ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ଜିଲ୍ଲାପାଳ ୱାଇ ବିଜୟ ନିର୍ଦ୍ଦେଶ ଦେଇଛନ୍ତି । ଏମିତି କି ଛତିଶଗଡରୁ ମାଲକାନଗିରି…

‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ 'ଓଡିଶା ଇତିହାସ'ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ଲେଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ…

୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବି ଶୀଘ୍ର ଦିଆଯାଉ କରୋନା ଟିକା: ସରକାରଙ୍କୁ ସୋନୁଙ୍କ ଅପିଲ

ମୁମ୍ବାଇ: ଦେଶରେ କରୋନା ପୁଣି କାୟା ବିସ୍ତାର କରୁଛି । ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟେନସନ ଦେଉଛି । ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର । ଦେଶରେ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ଟୀକାକରଣ ଜାରି ରହିଛି ।  ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି ।…