Latest Odisha News

BREAKING NEWS

Yearly Archives

2021

ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ହସ୍ତାନ୍ତର କରିବା…

ଜ୍ଞାନ ପଟ୍ଟନାୟକ ‘ଓସା’ ର ସଭାପତି ନିର୍ବାଚିତ

ଚିକାଗୋ : ବିଶିଷ୍ଟ ଆଇ. ଟି . ବିଶେଷଜ୍ଞ ଜ୍ଞାନ ପଟ୍ଟନାୟକ 'ଓଡ଼ିଶା ସୋସାଇଟି ଅଫ ଆମେରିକାଜ' ( ଓସା)ର ନୂଆ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ଅନଲାଇନରେ ଅନୁଷ୍ଠିତ ଏହି ବହୁ ଚର୍ଚ୍ଚିତ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ନିଉ ଇଂଲଣ୍ଡ ସ୍ଥିତ ସୌର ମହାପାତ୍ରଙ୍କୁ ପରାସ୍ତ କରି ବିଜୟୀ…

ଦିନ ଦିପହରରେ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌

ସଇଁତଳା:ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍‌ପାଟ । ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଦେଢଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ସିସିଟିଭି ଫୁଟେଜରୁ ସମସ୍ତ ଲୁଟ୍‌ର ଚିତ୍ର ସ୍ପଷ୍ଟ ହୋଇଛି । ଘଟଣା ଘଟିଛି ସଇଁତଳା ଶାସ୍ତ୍ରୀ ଛକ ନିକଟରେ ।…

ପିପିଲି ପାଇଁ ସବୁ ‘ଫୁ’

ଆଗକୁ ପିପିଲି ନିର୍ବାଚନ । ଆଉ ଏପଟେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକାୟା ବିସ୍ତାର କରିବାକୁ ଲାଗିଲାଣି. ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନଗୁଡିକରୁ କରୋନାରେ କବଳିତ ଲୋକଙ୍କ ସଂଖ୍ୟା ବଢ଼ିଲାଣି । ପୁଣି ଥରେ ନିଦ ହଜେଇବାକୁ ସଜବାଜ ହେଇ କରୋନା ଭୁତାଣୁ ଆସିଗଲାଣି ବୋଲି କହିଲେ ଅତ୍ୟୁକ୍ତି…

ବିଚ୍ ବଜାରରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା, ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ଯୁବକ

ସଇଁନ୍ତଳା : ଦିବାଆଲୋକରେ ବିଚ୍ ବଜାରରେ ଦେଢ ଲକ୍ଷ ଟଙ୍କା ଲୁଟ । ଟିଟିଲାଗଡ଼ ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୁତ୍ତ ଟଙ୍କା ଲୁଟ କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଲୁଟ ହୋଇଛି । ଏନେଇ ଟିଟିଲାଗଡ ଥାନାରେ…

ଜିତେନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ଡଙ୍ଗରାନ କୁଆଁ’, ଲୋକାର୍ପିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଜିତେନ୍ଦ୍ର ପଟ୍ଟନାୟକଙ୍କ ଆଦିବାସୀ ପୁସ୍ତକ 'ଡଙ୍ଗରାନ କୁଆଁ' ଲୋକାର୍ପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକକୁ ଲୋକାର୍ପିତ କରିଛନ୍ତି I ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ଏହି…

ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଦେଶରେ କରୋନା ମହାମାରୀର ଭୟଙ୍କର ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ନଗମା, ନେଇଥିଲେ ଭ୍ୟାକ୍ସିନ୍ 

ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତା ନଗମା କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ନଗମା କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନିଜକୁ ହୋମ…

ମୋଦିଙ୍କୁ ଦ୍ବିତୀୟ ଡୋଜ ଟିକା ଦେଇ ଖୁସି ବ୍ୟକ୍ତ କଲେ ନର୍ସମାନେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି । ତାଙ୍କୁ ଟିକା ଦେଇଥିବା ନର୍ସମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଟିକା ଦେବା ଏକ ସ୍ମରଣୀୟ ମୁହୂର୍ତ୍ତ ।  ଆଜି ନୂଆଦିଲ୍ଲୀ ସ୍ଥିତ ‘ଅଖିଳ ଭାରତୀୟ…

ଟିକାର ଘୋର ଅଭାବ: କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍

କୋରାପୁଟ: ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନାହିଁ । ଲକ୍ଷ୍ୟ ଧାର୍ଯ୍ୟ ହୋଇ ପାରୁନି । ଟିକା ଅଭାବରୁ କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଜିଲ୍ଲାରେ କିଛି ବି ଟିକା ମହଜୁଦ ନାହିଁ । ଫଳରେ ସମସ୍ତ ୮୯ଟି ସେଣ୍ଟରରେ ବନ୍ଦ ରହିଛି ଟିକାକରଣ । ଏହି ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ…