Latest Odisha News

BREAKING NEWS

Yearly Archives

2021

ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା: ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା 

ଗୟା: ବିହାର ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା । ଆଗାମୀ ଦିନରେ ଏହି ଯୋଜନା ଉପରେ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଷ୍ଣୁପଦ ମନ୍ଦିର ସ୍ଥିତ ଦେବଘାଟରୁ ସୀତାକୁଣ୍ଡ ମଧ୍ୟରେ ଲକ୍ଷ୍ମଣ ଝୁଲା ନିର୍ମାଣ କରିବାକୁ ଯୋଜନା ଚାଲିଛି । ପ୍ରଶାସନିକ ସ୍ୱୀକୃତି ମିଳିବା ପରେ ଶୀଘ୍ର ଏହି…

ପ୍ରଥମ ଡୋଜ୍ ନେବା ପରେ ବି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନା ଆକ୍ରାନ୍ତ

ଥିରୁବନନ୍ତପୁରମ : କରୋନାରେ ଆକ୍ରାନ୍ତ ହେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଏ ନେଇ ଟ୍ବିଟ୍‌ କରି ନିଜେ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ…

ଆଜି ଭୁବନେଶ୍ବରରୁ ୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୮ ଜଣ ପଜିଟିଭ୍ । ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୮ । ଏନେଇ…

କଅସର ଗାଁକୁ ମଦମୁକ୍ତ କରିବାକୁ ଦାବି, ଗାଁ ପରିକ୍ରମା କଲେ ମହିଳା ଓ ଗ୍ରାମବାସୀ 

ବଲାଙ୍ଗିର: ଗାଁକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା ଓ ଗ୍ରାମବାସୀ । ଏଥିପାଇଁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କଅସର ଗାଁର ସ୍ଥାନୀୟ ରାମଜି ମଣ୍ଡପଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତରେ ଏକ ବୈଠକ ହୋଇଥିଲା । ତେବେ କୁଚିଆରେ ମଦ ବିକ୍ରି କରାଯିବା ଦ୍ବାରା ସ୍କୁଲ…

କରୋନା ସଂକ୍ରମିତ ହେଲେ ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌, ଫ୍ୟାନଙ୍କ ପାଇଁ ହୋଟେଲ ରୁମ୍‌ରୁ ଗାଇବେ ଗୀତ 

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଆଗାମୀ ଏପିସୋଡରେ ପଓ୍ବନଦୀପ ମଞ୍ଚରୁ ନୁହେଁ ନିଜ ଫ୍ୟାନମାନଙ୍କ ପାଇଁ ହୋଟେଲ ରୁମରୁ ହିଁ ଗୀତ ଗାଇବେ ବୋଲି କହିଛନ୍ତି । ହୋଟେଲ ରୁମରୁ…

୩୦ ବର୍ଷ ଧରି ଲମ୍ବା ନଖ ରଖିବା ପରେ ଶେଷରେ ଆୟନା ଏହାକୁ କାଟିଲେ

ନୂଆଦିଲ୍ଲୀ: ଲମ୍ବା ନଖ ରଖି ଅନେକ ରେକର୍ଡ କରିଥିବା ଆମେରିକାର ଟେକ୍ସାସ ଅଂଚଳରେ ରହୁଥିବା ଆୟନା ୱିଲିୟମ୍ସ ଶେଷରେ ଏହାକୁ କାଟିଛନ୍ତି । ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସେ ୩୦ ବର୍ଷ ଧରି ରାଜୁତି କରିଥିଲେ । ତାଙ୍କ ନଖର ଲମ୍ବା ୭୩୩.୫୫ ସେଂଟିମିଟର ରହିଥିଲା । ପ୍ରତିଦିନ ସେ ୨ ବୋତଲ…

କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂ ମାନହାସ । ରାକେଶ୍ୱରଙ୍କୁ ମାଓବାଦୀ ଛାଡ଼ି ଦେଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇ.ଜି ସୁନ୍ଦରରାଜ ପି । ବିଜାପୁର ଏନକାଉଣ୍ଟର ପରେ ନିଖୋଜ ଥିଲେ ରାକେଶ୍ବର । ରାକେଶ୍ୱରଙ୍କୁ ଅପହରଣ କରାଯାଇଥିବା ନେଇ ମାଓ…

କରୋନା ମହାମାରୀ ଯୋଗୁ ଘୁଂଚିଲା ଫ୍ରେଂଚ ଓପନ

ପ୍ୟାରିସ: କରୋନା ମହାମାରୀ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବାରୁ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟକୁ ଆଉ ସପ୍ତାହେ ଘୁଂଚାଇ ଦିଅଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହା ମେ ୨୩ରେ ହେବାକୁ ଥିବା ଏବେ ୩୦ରୁ ଆରମ୍ଭ ହେବ । କ୍ଲେ କୋର୍ଟରେ ଖେଳାଯାଉଥିବା ଏହି ଗ୍ରାଣ୍ଡ…

ଦିଦି ଏଥର ନିର୍ବାଚନ କମିଶନଙ୍କ ଉପରେ ରାଗିଲେ !

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ମୁସଲମାନ ଭୋଟରଙ୍କୁ ଏକତ୍ର ହେବା ପାଇଁ କହି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀ ଅଡୁଆରେ ପଡିଛନ୍ତି । ତାଙ୍କୁ ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ତେବେ ଦିଦି ତାଙ୍କ ତ୍ରୁଟି ସୁଧାରିବା ବଦଳରେ ନିର୍ବାଚନ…

ରାଜ୍ୟରୁ ସୁସ୍ଥ ହେଲେ ୨୨୮ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୨୨୮ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୩୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬…