Latest Odisha News

BREAKING NEWS

Yearly Archives

2021

କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କାରକୁ ସର୍ବସାଧାରଣ ସ୍ଥାନ କହିବା…

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ କରୋନାରେ ଦେହାନ୍ତ 

ନୂଆଦିଲ୍ଲୀ: ଜଣାଶୁଣା ସାମ୍ବାଦିକ ଓ ଲେଖକ ଫାତିମା ଆର ଜାକରିଆଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ଫାତିମା କରୋନାରେ ପୀଡିତ ଥିଲେ । ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର…

ସିଲ୍‌ ହେଲା ରାଜଧାନୀର ଆଉ ଏକ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ଓଡ଼ିଶାର ରାଜଧାନୀର ପଳାସପଲ୍ଲୀ ସ୍ଥିତ ଅକ୍ସଫୋର୍ଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍‌ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହା ପୂର୍ବରୁ ପଟିଆରେ ସିଲିକନ୍…

ପଞ୍ଜାବ ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର: ୨ ଭାରତୀୟଙ୍କ ସମ୍ପୃକ୍ତି ସୂଚନା

ଅମୃତସର: ପଞ୍ଜାବ ସୀମାରେ  ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରାଯାଇଛି । ଏହାସହ ୨୨ କିଲୋ ହେରୋଇନ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ କରାଯାଇଛି । ବିଏସ୍‌ଏଫ୍‌ ଓ ଅମୃତସର ପୋଲିସର ମିଳିତ ଅଭିଯାନରେ AK ସିରିଜ୍‌ର ୪ଟି ମାଗାଜିନ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ…

ସମଗ୍ର ରାଜ୍ୟରେ ରାତ୍ରି କର୍ଫ୍ୟୁ ଘୋଷଣା କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ରାଜ୍ୟରେ କୋଭିଡ-୧୯ ମାମଲା ବଢିବାରେ ଲାଗିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଦିନ ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜନୈତିକ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। । ଏହାସହିତ ସିଏମ ଅମରିନ୍ଦର ସିଂ ସମଗ୍ର ରାଜ୍ୟରେ…

ପିପିଲି ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ମାହୋଲ ସରଗରମ ହେଲାଣି । ପ୍ରଚାର କରିବାକୁ ସହବାଜ ହେଲେମି ସବୁ ଦଳର ନେତା ଓ କର୍ମୀ । ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ରେଡି ହେଲେଣି । ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କରୋନା ପଜିଟିଭ

ତ୍ରିପୁରା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ଏବଂ ନିରାପଦରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇ ସେ ଟ୍ୱିଟ୍ କରି କହିଛନ୍ତି ଯେ, “ମୁଁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛି। ଡାକ୍ତରଙ୍କ…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି କୋଲକାତାର ୱାର୍ଲ୍ଡସ୍‌ ବିଗେଷ୍ଟ ‘ଚିକେନ୍ ଏଗ୍‌‌ ରୋଲ୍‌’

କୋଲକାତା: ଦୁନିଆର ସବୁଠୁ ବଡ଼ ଚିକେନ୍ ଏଗ୍‌ ରୋଲ୍‌ ଖାଇବାକୁ ଚାହାନ୍ତି କି, ତେବେ ଆପଣ କୋଲକାତାକୁ ଯାଇ ଏହାର ସ୍ବାଦ ନେଇପାରିବେ। କୋଲକାତାର ଗାରିଆରେ ପ୍ରସ୍ତୁତ ହୋଇଥିବା ଏକ ଚିକେନ୍ ଏଗ୍‌‌ ରୋଲ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ 'ଦୁନିଆର ସବୁଠୁ ବଡ' ଚିକେନ୍ ଏଗ୍‌…

ସଭ୍ୟତା ଓ ଅମାନିଆ ମଣିଷ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସେ ଜୀଇଁବାରେ ବା କି ମଜା ଯୋଉଠି ସଂଘର୍ଷ ନାହିଁ । କଣ ପାଇଁ ଯୋଉ ରାସ୍ତା ଆମକୁ ଦେଖାଇ ଦିଆ ଯାଇଛି- ସେ ରାସ୍ତାରେ ଆମେ ଚାଲୁଥିବା ? ରେଳ ଧାରଣା ପରି, ଯୋଡ଼ାଏ ସୀମାରେଖା । ସମାନ୍ତରାଳ । ସବୁଦିନେ, ସଦାକାଳ । ରାସ୍ତା…

ଶ୍ରୀମନ୍ଦିର ବୁଲି ମରାମତି ଯାଞ୍ଚ କଲେ ଏଏସଆଇ ବିଶେଷଜ୍ଞ ଟିମ୍ 

ପୁରୀ: ପୁରୀ ଶ୍ରୀମନ୍ଦିର ବୁଲି ମରାମତି କାର୍ଯ୍ୟ ଯାଞ୍ଚ କରିଛନ୍ତି ଏଏସଆଇର ବିଶେଷଜ୍ଞ ଟିମ୍ । ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏଏସଆଇର ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ପରିସର ବୁଲି ଦେଖିବା ସହ ମରାମତି କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରତ୍ନତତ୍ତ୍ୱ…