Latest Odisha News

BREAKING NEWS

Yearly Archives

2021

IPL ପୂର୍ବରୁ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇପିଏଲକୁ ଏବେ କରୋନା ଭୟ । ଜଣଙ୍କ ପରେ ଜଣେ ଖେଳାଳି ସଂକ୍ରମିତ ହେଉଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ତଥା ଆରସିବିର…

ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ବୁଧବାର ଦିନ ସୁନ୍ଦରଗଡ଼ରେ ସର୍ବାଧିକ ୧୪୭ଟି କରୋନା ମାମଲା ରିପୋର୍ଟ ହୋଇଛି। ସୂଚନାନୁସାରେ, ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ୍ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ପୃଥକ୍‌ ରଖିଛନ୍ତି।…

କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବ୍ୟାପୁଛି କରୋନା । ବର୍ଦ୍ଧିତ ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି ହେଲାମି । ଏଭଳି ସ୍ଥିତିରେ ବଡ଼ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି ଏକାକୀ କାରରେ ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କାରକୁ ପବ୍ଲିକ ପ୍ଲେସ (ସର୍ବସାଧାରଣ ସ୍ଥାନ) ଓ ମାସ୍କୁ…

ଅଭିନେତ୍ରୀ ଶ୍ରୁତି ହାସନଙ୍କ ନାଁରେ ଅପରାଧିକ ମାମଲା ରୁଜୁ କଲା ବିଜେପି

ଚେନ୍ନାଇ: କୋଏମ୍ବାଟୁର ଦକ୍ଷିଣରେ ବୁଥ ପରିଦର୍ଶନ ପାଇଁ ନିଜ ବାପାଙ୍କ ସହିତ ଯାଉଥିବା ଅଭିନେତୀ ଶ୍ରୁତି ହାସନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି ବିଜେପି। ଏକ ମତଦାନ ବୁଥ୍‌ରେ ଭଙ୍ଗାରୁଜା କରିଥିବା ଅଭିଯୋଗ କରି ବିଜେପି (ଏମଏନଏମ) ମୁଖ୍ୟ କମଲ ହାସନଙ୍କ ଝିଅ ଶ୍ରୁତି ହାସନଙ୍କ…

କୁଳପତିଙ୍କ ସମେତ ୪୦ ଜଣ (କେଜିଏମ୍‌ୟୁ) ଡାକ୍ତର କରୋନା ପଜିଟିଭ

ଲକ୍ଷ୍ନ‌ୌ: କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) ର କୁଳପତି ପ୍ରଫେସର (ଅବସରପ୍ରାପ୍ତ) ଭିପିନ୍ ପୁରୀଙ୍କ ସମେତ ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୨୦୨୦ ପରଠାରୁ ଦ୍ୱିତୀୟ ଥର ପାଇଁ କୁଳପତି ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି।…

ରାଜ୍ୟରେ ଟିକାର ଘୋର ଅଭାବ: ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ବ୍ୟାପୁଛି । ଅନ୍ୟପଟେ ରାଜ୍ୟରେ ଟିକାର ଘୋର ଅଭାବ । ଟିକା ନଥିବାର ରାଜ୍ୟରେ ଏବେ ୪୦୦ଟି କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଏନହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଆବଶ୍ୟକ ଟିକା ନଥିବାରୁ ଟିକାକରଣ ଲକ୍ଷ୍ୟ…

ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନୀଙ୍କ ସ୍ଥାନ ପ୍ରଥମ

ନୂଆଦିଲ୍ଲୀ: ଫୋର୍ବସ୍ ପତ୍ରିକାର ଏକ ନୂତନ ତାଲିକା ଅନୁଯାୟୀ ଆମେରିକା ଏବଂ ଚୀନ୍ ପରେ ଭାରତରେ ବିଶ୍ୱରେ ତୃତୀୟ ସର୍ବାଧିକ ବିଲିୟନେୟାର ରହିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ନିଜର ସ୍ଥାନ ହାସଲ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମ ଓଡ଼ିଶା ଗଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି…

ଏହି ଦିନଠୁ ଆରମ୍ଭ ହେବ ଝାରସୁଗୁଡା ଏବଂ ପାଟନା ମଧ୍ୟରେ ବିମାନ ଚଳାଚଳ

ଭୁବନେଶ୍ୱର: ଝାରସୁଗୁଡା ଖୁବ୍ ଶୀଘ୍ର ନଅଟି ସହର ସହିତ ଘରୋଇ କ୍ୟାରିଅର୍ ସ୍ପାଇସଜେଟ୍ ସହିତ ଓଡ଼ିଶାର ଶିଳ୍ପ ସହର ଏବଂ ଗୁଆହାଟୀ ମଧ୍ୟରେ ପାଟନା ଦେଇ ବିମାନ ସେବା ଆରମ୍ଭ କରିବ। ଝାରସୁଗୁଡା , ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରର ନିର୍ଦ୍ଦେଶକ, କିଶୋର କୁମାର ସେନାପତି ମଙ୍ଗଳବାର ସୂଚନା…

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ୨୦୨୨ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତିର ସମୀକ୍ଷା କରି ରେପୋରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ରିଭର୍ସ ରେପୋ ୩.୩୫…