Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨ ତାରିଖ ଶୁକ୍ରବାର ମୀନ ୨୦ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାରବିଛା, ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ, କନ୍ୟା ଓ ମକର ରାଶି…

ଗୁଡ୍ ଫ୍ରାଇଡେ ପାଇଁ ବିଏମସିର କଟକଣା

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ଗ୍ରାଫ୍ । କିଛି ଦିନ ଧରି ୨୦୦ ଉପରେ ପଜିଟିଭ୍ ସଂଖ୍ୟା ରହିବା ପରେ ଏବେ ୪ ଶହ ମୁହାଁ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଖାସକରି ରାଜଧାନୀ ଭୁବନେଶ୍ବରରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ତତ୍ପର…

ପ୍ରିରିଲିଜ ବ୍ୟବସାୟରେ ରେକର୍ଡ କଲା ରାଜମୌଲୀଙ୍କ ଆରଆରଆର ଫିଲ୍ମ

ମୁମ୍ବାଇ:ଦକ୍ଷିଣ ଭାରତ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କ ଆଗାମୀ ଫିଲ୍ମ ଆରଆରଆର ପ୍ରିରିଲିଜ ବ୍ୟବସାୟରେ ରେକର୍ଡ କରିଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଫିଲ୍ମ ରିଲିଜ ପୂର୍ବରୁ ୯୦୦ କୋଟି ଆୟ କରିସାରିଛି । ପୂର୍ବରୁ ବାହୁବଳୀ-୨ ପ୍ରିରିଲିଜରେ ୫୦୦ କୋଟି ଆୟ କରିଥିଲା । ଏହା ମଧ୍ୟ…

ସମ୍ବଲପୁର ସେକ୍ସ ରାକେଟ୍ ଠାବ, ୪ ଜଣ ଯୁବତୀଙ୍କ ସହ ୩ ଗ୍ରାହକ ଅଟକ

ସମ୍ବଲପୁର : ସମ୍ବଲପୁର ଧନୁପାଲି ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ପୁଟୀବନ୍ଧ ଓ ଧନକଉଡା ଅଞ୍ଚଳର ଏକ ଘରେ ସେକ୍ସ ରାକେଟ୍ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଦୁଇଟି ସ୍ଥାନରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖି…

ଆସନ୍ତୁ ଜାଣିବା କିଏ କରିବେ ୩୬ ଘଂଟାରେ ୫୦୦୦ କିଲୋମିଟିର ଯାତ୍ରା ଆଉ ୪ ରାଜ୍ୟରେ ନିର୍ବାଚନୀ ସଭା

ନୂଆଦିଲ୍ଲୀ: ଆଗାମୀ ୩୬ ଘଂଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦୦ କିଲୋମିଟର ଯାତ୍ରା କରିବେ । ଏହି ଅବସରରେ ସେ ୪ଟି ରାଜ୍ୟରେ ଅନେକଗୁଡିଏ ନିର୍ବାଚନୀ ସଭାରେ ଯୋଗ ଦେବେ । ବିଶ୍ୱାସ ନ ହେଲେ ବି ସତ । ବୋଧହୁଏ ଏଥିପାଇଁ ବିଜେପି ସଫଳତାର ଫର୍ଦ୍ଦ ଯୋଡି ଚାଲିଛି । ଗୁରୁବାର ସକାଳୁ…

ଭୁବନେଶ୍ବର ସୁନ୍ଦରପଦାରେ ବୋମାମାଡ଼, ୨ ଆହତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାରେ ବୋମାମାଡ଼ । ଆଜାଦନଗର ଅଞ୍ଚଳରେ ବୋମାମାଡ଼ ହୋଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ…

୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ବର : ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା କାଳିଆ ଟଙ୍କା । ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ

ଚିଲିକା : ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏହାକୁ କିପରି ରୋକିହେବ ସେନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି କ୍ରମରେ ଚିଲିକା ଦୋଳ ଉତ୍ସବ ପାଇଁ ଲାଗୁ ହୋଇଛି ଗାଇଡଲାଇନ୍ । ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଓ ବଉଳାବନ୍ଧ ଏଗାରଦୋଳ…

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ପ୍ରେଗନେଂଟ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମାଆ ହେବାକୁ ଯାଉଛନ୍ତି । ଫେବୃୟାରୀ ୧୫ରେ ସେ ବ୍ୟବସାୟୀ ବୈଭବ ରେଖିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବାହାଘରର ଦେଢ଼ ମାସ ପରେ ଦିୟା ମିର୍ଜା ସୋସିଆଲ ସାଇଟରେ ଏହି ଖୁସି ଖବର ଜଣାଇଛନ୍ତି । ଗୁରୁବାର ଇନଷ୍ଟାଗ୍ରାମ ଆକାଂଉଟରେ ସେ ଏକ ଫଟୋ…

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି 

ନୂଆଦିଲ୍ଲୀ: ସିନେମା ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ ସୁପରଷ୍ଟାର ରଜନୀକାନ୍ତଙ୍କୁ । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି,…