୪୦ ଡିଗ୍ରି ଉପରେ ୧୫ଟି ସହରର ତାପମାତ୍ରା, ତାଳଚେର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସାରା ରାଜ୍ୟ । ସୂର୍ଯ୍ୟଙ୍କ ପ୍ରକୋପରେ ରାଜ୍ୟରେ ତାତି ବଢ଼ିଥିବା ବେଳେ, ଆଜି ୪୦ ଡିଗ୍ରି ଉପରେ ରହିଛି ୧୫ ସହରର ତାପମାତ୍ରା । ତେବେ ତାଳଚେର ଓ ଅନୁଗୁଳ ଆଜି ପାଲିଟି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।
ଆଜି…