ଜନ୍ମଦିନରେ ସାମ୍ନାକୁ ଆସିବ ଆଲିଆଙ୍କ ନୂଆ ଲୁକ୍
ନୂଆଦିଲ୍ଲୀ: ମାର୍ଚ୍ଚ ୧୫ରେ ଆଲିଆ ଭଟ୍ଟଙ୍କୁ ୨୮ ବର୍ଷ ହେବ। ଏହି ଅବସରରେ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ଆରଆରଆରରେ ଆଲିଆଙ୍କ ସୀତାଙ୍କ ଅବତାରର ପ୍ରଥମ ଲୁକ୍ ମଧ୍ୟ ପ୍ରକାଶ ପାଇବ। ଆରଆରଆରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ ପ୍ରକାଶ କରିଛି ଯେ ଫିଲ୍ମ ଆରଆରଆରରେ ଆଲିଆଙ୍କ ଚରିତ୍ର ସୀତାଙ୍କ…