Latest Odisha News

BREAKING NEWS

Yearly Archives

2021

ପାକିସ୍ତାନ କହୁଛି, ବିଜେପି ଶ୍ରୀଲଙ୍କାରେ ବ୍ରାଞ୍ଚ ଖୋଲିଛି

ଭୁବନେଶ୍ୱର: ଭାରତର ଏକ ରାଜନୈତିକ ଦଳକୁ ନେଇ ପାକିସ୍ତାନର ଅଜବ ଦାବି । ଶ୍ରୀଲଙ୍କାରେ ଖୋଲିଛି ଭାରତୀୟ ଜନତା ପାର୍ଟିର ବ୍ରାଂଚ । ଏ ନେଇ ଅନେକ ଫଟୋ ଓ ରୋମାଂଚକର ପୋଷ୍ଟ ବି ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି । ଏ କଥା ସତ ଯେ, ଶ୍ରୀଲଙ୍କାରେ ଭାରତୀୟ ଜନତା ପାର୍ଟିର ନାଁ ଉଠିବା ସହ ଏକ ଦଳ…

ଲେଖକ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ‘ରାମାୟଣର ପ୍ରତି ନାୟକ ରାବଣ’ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପୁସ୍ତକ 'ରାମାୟଣର ପ୍ରତିନାୟକ ରାବଣ' ଉନ୍ମୋଚିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୁଳପତି ଡକ୍ଟର ସବିତା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୩-୩-୨୦୨୧ ମସିହା ଶନିବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୧୩ ରିଖ ଶନିବାର କୁମ୍ଭ ୩୦ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର:- ବୃଷ…

ଉମରକୋଟରେ ଗୁଳିମାଡ଼, ବ୍ୟବସାୟୀ ଗୁରୁତର

ଉମରକୋଟ : ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପିଏନବି ଶାଖା ଆଗରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଟି. ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ ଆଗରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପରେ…

ରାଜ୍ୟରେ ଗଠନ ହେଲା କରୋନା କମିଟି

ଭୁବନେଶ୍ବର : ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଥିପାଇଁ ଲୋକଙ୍କ ମନରେ ପଶିଲାଣି ଛନକା । ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ, ରାଜ୍ୟରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । କରୋନା ମହାମାରୀକୁ ଦେଖି ଜନସ୍ବାସ୍ଥ୍ୟ…

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲିଶ ଟିମ୍ । ଦମଦାର ବୋଲିଂ ପାଇଁ ଜୋଫ୍ରା…

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡିବ ବିମାନ

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତିଙ୍କ ସୂଚନା ଅନୁଯାୟୀ, ସପ୍ତାହରେ ପ୍ରତିଦିନ ବିମାନ ସେବା ଉପଲବ୍ଧ ହେବ।…

ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନା ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବେଦାନ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ । ଏହି ସ୍ୱତନ୍ତ୍ର…

ପଥର ଖାଇ ୩୨ ବର୍ଷ ହେଲା ବଂଚି ରହିଛନ୍ତି ଏହି ୮୦ ବର୍ଷର ବୃଦ୍ଧ, ଡାକ୍ତର ବି ଚକିତ !

ସତାରା: ମହାରାଷ୍ଟ୍ରର ସତାରାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପଥର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ । ୩୨ ବର୍ଷ ହେବ ରାମଭାଉ ଭୋଡକେ ପ୍ରତ୍ୟେକ ଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି । ତାଙ୍କୁ ଆଖ ପାଖ ଲୋକ ପଥରବାଲା ବାବା ବୋଲି ଡାକୁଛନ୍ତି । ୧୯୮୯ରେ ମୁମ୍ବାଇରେ କାମ କରୁଥିବା…

ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ, ଇଂଲଣ୍ଡ ଆଗରେ ୧୨୫ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍‌ ହରାଇ ରନ ୧୨୪ ରନ ସଂଗ୍ରହ କରିଛି ଭାରତ । ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଆଗରେ ୧୨୫ ରନ୍…