Latest Odisha News

BREAKING NEWS

Yearly Archives

2021

୬ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର କହିଲେ ଟୋକିଓରେ ଶେଷ ଅଲିମ୍ପିକ୍ସ ଖେଳିବି

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ବକ୍ସର ମୋର କମ୍ ଟୋକିଓରେ ସେ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ ଖେଳିବେ ବୋଲି କହିଛନ୍ତି । ଏବେ ମୋତେ ୩୮ ବର୍ଷ, ବକ୍ସିଂ ମୁକାବିଲାରେ ବୟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେଥିପାଇଁ ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହତ୍ୟାକାଣ୍ଡ ନା ମୋବାଇଲ୍ ରଚିଲା ନାଟକ ?

ଭୁବନେଶ୍ୱର: ଇଣ୍ଟରନେଟ୍‌ରେ ଚହଳ । ସୋସିଆଲ୍ ମିଡିଆରେ ଭାଇରାଲ୍ । ମୁମ୍ବାଇରେ କୋକୁଆ ଭୟ । ଇଣ୍ଟରନେଟ୍‌ରେ ଘୁରିବୁଲୁଥିବା ଏକ ଭିଡିଓକୁ ନେଇ ଜାରି ରହିଛି ଅନବରତ କଳ୍ପନାଜଳ୍ପନା । ମୋବାଇଲରେ କଏଦ ହୋଇଛି ଏକ ହତ୍ୟାକାଣ୍ଡର ଭିଡିଓ । କିଛି ଏପରି ଲେଖି ଲୋକେ ଏକ ଭିଡିଓକୁ ବହୁଳମାତ୍ରାରେ…

ରାଜ୍ୟରୁ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୨ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହେବା ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ପୁରୀରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…

ହୋଟେଲ ମାଲିକ ହତ୍ୟା ମାମଲାରେ ୫ ଗିରଫ

ରାଉରକେଲା : ହୋଟେଲ ମାଲିକ ତଥା କଂସାବାସନ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା, ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା,…

ଉଲ୍ଲଙ୍ଘନକାରୀଙ୍କ ଉପରେ ବିଏମସିର ନଜର, ସିଲ୍ ହେଲା ପଲିଥିନ୍ ଦୋକାନ

ଭୁବନେଶ୍ବର : ରାଜଧାନୀର ୧ ନମ୍ବର ହାଟରେ ବିଏମସି ସ୍କ୍ବାଡର ଚଢ଼ାଉ । ପଲିଥିନ୍ କ୍ୟାରିବ୍ୟାଗ୍ ବିକ୍ରି କରୁଥିବା କିଛି ଦୋକାନ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ । ନିୟମକୁ ବେଖାତିର କରି ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବସାୟ ପ୍ରତିଷ୍ଠାନ…

ଫିଟନେସ ଟେଷ୍ଟରେ ବିଫଳ ହେଲେ ବରୁଣ, ଟି୨୦ରୁ ବାଦ୍ ପଡିବେ !

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ବରୁଣ ଚକ୍ରବର୍ତି ବିସିସିଆଇ ପକ୍ଷରୁ କରାଯାଇଥିବା ଫିଟନେସ ଟେଷ୍ଟରେ ପୁନର୍ବାର ବିଫଳ ହୋଇଛନ୍ତି । ଫଳରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ବରୁଣ ନିର୍ଦ୍ଧାରିତ ସମୟରେ ୨କିମି ଦୌଡ ପୂରଣ…

ଜାଗର ଯାତ୍ରା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…

କାଟ ଖାଇଲା କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ, ସଂଖ୍ୟା ଗରିଷ୍ଠତା ପ୍ରମାଣ କଲେ ଖଟ୍ଟର

ଚଣ୍ଡୀଗଡ: ହରିୟାଣାରେ କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ କାଟ ଖାଇଛି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଆସ୍ଥା ଭୋଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି । ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୩୨ ଭୋଟ ପଡିଥିବା ବେଳେ ଏହା ବିରୋଧରେ ୫୫ ଭୋଟ ମିଳିଥିଲା । ସରକାର ବଂଚଯିବା ପରେ ଖଟ୍ଟର କଂଗ୍ରେସ…

ଲୋକଙ୍କୁ ନିଶୁଳ୍କ ପାଣି ପିଆଉଛନ୍ତି ଦିଲ୍ଲୀର ମାଠିଆ ମଣିଷ 

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରହାର ଲୋକଙ୍କୁ ଅସ୍ତବ୍ୟସ୍ତ କରେ । ଅତ୍ୟଧିକ ଗରମ କାରଣରୁ ଲୋକଙ୍କ ହାଲ ବେହାଲ ହୋଇଯାଏ । ପ୍ରତିବର୍ଷ ଗରମ ରେକଡ ଭାଙ୍ଗେ । ଆକାଶରୁ ଯେମିତି ବର୍ଷା ହୁଏ ନିଆଁ । ଗ୍ରୀଷ୍ମର ପ୍ରଭାବକୁ ସହ୍ୟ ନ କରିପାରି ଅନେକ ଲୋକ ମୃତ୍ୟୁବରଣ ବି କରନ୍ତି…

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଓ୍ବାଇ ପ୍ଲସ ସୁରକ୍ଷା। ମିଥୁନ ଚକ୍ରବର୍ତ୍ତୀଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନିକଟରେ ବିଜେପିରେ ସାମିଲ ହେବା ପରେ ମିଥୁନଙ୍କୁ ଏହି ସୁରକ୍ଷା…