Latest Odisha News

BREAKING NEWS

Yearly Archives

2021

ବାଲୁକା କଳା ଜରିଆରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ମାନସ ସାହୁ

ପୁରୀ: ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ ମୁଦ୍ରାରେ ଥିବା ଦେଖିବାକୁ ମିଳିଛି । ନିକଟରେ ଏକ ଲିଙ୍ଗ ମଧ୍ୟ ରହିଛି । ଏଥିରେ ମହାଶିବରାତ୍ରୀର ଶୁଭେଚ୍ଛା ଲେଖାଯିବା ସହ ହେ ପ୍ରଭୁ…

ପ୍ରଚାର ବେଳେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ

କୋଲକାତା : ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର…

ଆସନ୍ତାକାଲି ମଧ୍ୟରାତ୍ରଯାଏଁ ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ଯାଏଁ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୁଟ୍ ନ‌ମ୍ବର ୩୨ରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋ ବସ୍ ଚାଲିବ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ? Notice On the…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାଓ୍ୱତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ତ୍ରିବେନ୍ଦ୍ର ସିଂହ ରାୱତ ଇସ୍ତଫା ଦେବା ପରେ ଆଜି ନୂଆ ମୁଖମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ । ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟା ତିରଥ ସିଂହ ରାଓ୍ବତଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ବିଧାୟକ ଦଳର ବୈଠକରେ ତିରଥଙ୍କୁ…

ଚୂଡାନ୍ତ ହେଲା କେଉଁଠାରେ ଖେଳାଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପୂର୍ବରୁ ଏହା ଲର୍ଡସରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ବେଳେ ଆଇସିସି ଭେନ୍ୟୁ ପରିବର୍ତନ କରିଛି । ଏବେ ଏହା ସାଉଥାମ୍ପଟନର ହ୍ୟାମ୍ପଶାୟର ବାଓଲରେ ଖେଳାଯିବ । ଆଇସିସି ଏବଂ ଇସିବି ଫାଇନାଲ…

ସରିଲା ମହୁରତ, ଆରମ୍ଭ ହେବ ଫିଲ୍ମ “ପ୍ରେମୀ ଆୱାରା”ର ସୁଟିଂ

ଭୁବନେଶ୍ୱର: ଦର୍ଶକ ପୁଣି ଦେଖିବେ ଲୁବୁନ୍‌-ଟୁବୁନ୍‌ଙ୍କ ଜଲୱା । ହେଲେ ଏଥର ଅନ୍‌ସ୍କ୍ରିନ୍‌ରେ ନୁହେଁ ବରଂ କ୍ୟାମେରା ପଛରେ ଧମାଲ୍ ମଚାଇବେ ଦୁଇଭାଇ । କାହିଁକି ନା ଖୁବଶୀଘ୍ର ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ୫ମ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବ । ନିର୍ମାଣ ହେବ ଓଡିଆ ଫିଲ୍ମ ପ୍ରେମୀ…

ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲର ୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଓଜେଏସ୍‍ -୨୦୧୯ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍‍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି । କେବଳ କିଟ୍ ଲ…

୨୦ ବର୍ଷ ପରେ ଜ୍ୟାକି ଭଗନାନୀ କରିବେ ରହେନା ହେ ତେରେ ଦିଲ ମେଁର ସିକ୍ୱେଲ

ମୁମ୍ବାଇ: ୨୦୦୧ରେ ରିଲିଜ ହୋଇଥିଲା ବାସୁ ଭାଗନାନୀଙ୍କ ରହେନା ହେ ତେରେ ଦିଲ ମେଁ । ସେ ସମୟରେ ସୈଫ ଅଲୀ ଖାଁ, ଦିୟା ମିର୍ଜା ଓ ଆର.ମାଧବନ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ବଡ ସଫଳତା ହାସଲ କରିପାରି ନ ଥିଲା । ପରେ ଟେଲିଭିନ ପ୍ରିମିୟରରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିଲେ । ଏବେ ବାସୁ…

ଶିମିଳିପାଳ ଅଭୟାରଣ୍ୟ ନିଆଁକୁ ଆୟତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ରାଜ୍ୟ…

ଭୁବନେଶ୍ବର: ଆଜି ନୂଆଦିଲ୍ଲୀଠାରେ ଓଡ଼ିଶା ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ…

ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ । ଜଙ୍ଗଲ ନିଆଁ ସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…