ସାବାଡ୍ ହେବେ ଚେନ୍ ଲୁଟେରା, ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ଚେନ୍ ଲୁଟେରାଙ୍କୁ ସାବାଡ୍ କରିବା ଲାଗି କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି।
ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଡିସିପି ଉମା ଶଙ୍କର ଦାସ।
ଆହୁରି ମଧ୍ୟ ଡିସିପି କହିଛନ୍ତି ଯେ ଥାନାରେ ପ୍ରତ୍ୟେକ ସ୍କ୍ୱାର୍ଡ ଜଣେ କିମ୍ବା ଦୁଇଜଣ…