Latest Odisha News

BREAKING NEWS

Yearly Archives

2021

ମିଆଁମାରରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି,୫ ମୃତ

ୟେଙ୍ଗୁନ: ମିଆଁମାରର ସର୍ବ ବୃହତ ସହର ୟେଙ୍ଗୁନରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେପଟେ ଶିକ୍ଷକଙ୍କ ବିକ୍ଷୋଭ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା…

ଟିକଟକ୍ ଷ୍ଟାର ମୃତ୍ୟୁ ମାମଲା: ଇସ୍ତଫା ଦେଲେ ଶିବସେନା ନେତା ସଞ୍ଜୟ

ପୁଣେ: ଜଣେ ଟିକଟକ୍ ଷ୍ଟାରର ମୃତ୍ୟୁ ମାମଲାରେ ନାମ ଆସିବାରୁ ଚାପରେ ପଡି ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଫେବୃୟାରୀ ୮ରେ ହଡପସର ଅଂଚଳରେ ୨୨ ବର୍ଷୀୟା ପୂଜା ଚୌହ୍ୱାନ  ବାଲକୋନୀରୁ ଖସି ପଡି ମୃତ୍ୟୁବରଣ କରିଥିଲେ ।…

ପଢନ୍ତୁ ବରଗଡର ବିଲମାଳରୁ ସୁଧୀରଙ୍କ ସଫଳତାର କାହାଣୀ

ବରଗଡ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଭଟଲି ବ୍ଲକ ଡୁମାଲପାଲି ଗାଁର ଚାଷୀ ସୁଧୀର ସାହୁ । କିନ୍ତୁ ହଠାତ୍ ଚମତ୍କାର ହେଲା ତାଙ୍କ କ୍ଷେତ୍ରରେ । ଚାଷ କାମରେ ଉପୁଜୁଥିବା ସମସ୍ୟାର ସମାଧାନ ହେଲା, ବେଶ୍ ଦୁଇ ପଇସା ରୋଜଗାର ବି ହେଲା ।…

ଏ ଜାତି ଓଡ଼ିଆ, ଏ ମାଟି ଓଡିଶା… ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର: ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦେଶତ୍ମବୋଧକ ସଂଗୀତ । ୧୪ ଜଣ…

“ଭାରତ ଏବଂ ପାକିସ୍ତାନକୁ ପ୍ରକୃତ ଏବଂ ଭଲ ବନ୍ଧୁ ଭାବରେ ଦେଖିବା ମୋର ସ୍ୱପ୍ନ; ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ସୀମା ଏବଂ ବିଭାଜନ ଏସବୁ ପୁରୁଣା କଥା। ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନର ଲୋକମାନେ ଶାନ୍ତିରେ ବଞ୍ଚିବାକୁ ଚାହାଁନ୍ତି ବୋଲି ନୋବେଲ ବିଜେତା ମଲାଲା ୟୁସୁଫଜାଇ ରବିବାର ଦିନ କହିଛନ୍ତି। ସେ କହିଛନ୍ତି, ଯେ ଦୁଇ ଦେଶ “ଭଲ ବନ୍ଧୁ” ହୋଇ ରହିବା ତାଙ୍କର ସ୍ୱପ୍ନ। ସେ…

ବିଲ ମଝିରୁ ୨ଟି କଟା ଗୋଡ଼ ଉଦ୍ଧାର

ଜଳେଶ୍ୱର: ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼ । ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ । ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁରେ ଘଟିଛି ଘଟଣା । ସବୁଦିନ ପରି ଆଜି କିଛି ଲୋକ…

ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମାହାଙ୍ଗା; ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ

ଯାଜପୁର: ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସ.ପି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ କନଷ୍ଟେବଳ ତପନ ଦାସ, ସଞ୍ଜୟ…

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ସେ  ୮ମ ସ୍ଥାନ ହାସଲ କରିଛନ୍ତି । ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ଚେତେଶ୍ୱର ପୂଜାରା ୨ଟି ସ୍ଥାନ ଖସି ୧୦ମରେ…

୬ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଋଷଭ

ଜାଲୌ: ଉତ୍ତରପ୍ରଦେଶ ଜାଲୌନରେ ରହୁଥିବା ୬ ବର୍ଷର ଶିଶୁ ଋଷଭ । ଏତେ କମ୍ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ସ୍ଥାନ ଅକ୍ତିଆର କରିପାରିଛନ୍ତି। ଋଷଭ ଗଣିତରେ ୧ ରୁ ୧୦୦ ଯାଏଁ ସ୍କ୍ୱାୟାର ମୁହଁରେ ମନେ ଅଛି । ସେ ଅଙ୍କ ନ କଷି ବି ପୁରା ସ୍କ୍ୱାୟାର ଲେଖିପାରନ୍ତି । ମାତ୍ର ୪ ମିନିଟ୍…

ମାର୍ଚ୍ଚ ୧୪ ଯାଏ ବନ୍ଦ ରହିବ ପୁଣେର ସମସ୍ତ ଶିକ୍ଷାନୁଷ୍ଠାନ

ମୁମ୍ବାଇ: କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। କରୋନାର ବର୍ଦ୍ଧିତ ମାମଲାକୁ ନଜରରେ ରଖି ପୁଣେରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ…