Latest Odisha News

BREAKING NEWS

Yearly Archives

2021

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁୁତର

କରଞ୍ଜିଆ: ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା । ଯାହାଫଳରେ ୫ ଯାତ୍ରୀ…

ଆଟାଂର୍କଟିକାରେ ନ୍ୟୁୟର୍କ ସହରଠାରୁ ବଡ ବରଫଚଟାଣରେ ସୃଷ୍ଟି ହୋଇଛି ଫାଟ !

ଲଣ୍ଡନ: ବ୍ରିଟିଶ ଆଟାଂର୍କଟିକା ସର୍ଭେ ଅନୁସାରେ ନ୍ୟୁୟର୍କ ସହରଠାରୁ ବଡ ଏକ ଆଇସବର୍ଗ ଏବେ ଫାଟିବାରେ ଲାଗିଛି । ୧୨୭୦ କିଲୋମିଟର ଲମ୍ବା ଏବଂ ୧୫୦ ମିଟର ଚୌଡା ଏହି ବରଫ ଚଟାଣ ମଝିରୁ ଦୁଇ ଭାଗ ହୋଇଯାଇଛି । ଏହା ଧିରେ ଧିରେ ପରସ୍ପରଠାରୁ ଅଲଗା ହେବାରେ ଲାଗିଛି ଯାହା କି ଏକ ଚିନ୍ତାର କାରଣ ।…

କାହିଁକି ମହାକାଶକୁ ମୋଦୀଙ୍କ ଫଟୋ ଏବଂ ‘ଭଗବତ୍‌ ଗୀତା’ ପଠାଇଲା ଇସ୍ରୋ; କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଶ୍ରୀହରିକୋଟାରୁ PSLV-C51 ମାଧ୍ୟମରେ ଆମାଜ‌ୋନିଆ-୧ ଏବଂ ୧୮ ଟି ଉପଗ୍ରହ ଉତକ୍ଷେପଣ କରିଛି। ଇସ୍ରୋ ପ୍ରତ୍ୟେକ ଦିନ ମହାକାଶ ଜଗତରେ ଗତି କରୁଛି। ଗୋଟିଏ ପଟେ ଏହି ମହାକାଶ ମିଶନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

ଚାଷୀର ସାହାରା କିଏ ? ଟୋକନ୍ ନା ସରକାର

ଭୁବନେଶ୍ୱର: ରାଜ୍ୟର ମଣ୍ଡି ଗୁଡ଼ିକରେ ଧାନ କିଣାକୁ ସୁବ୍ୟବସ୍ଥିତ ସହ ସ୍ୱଚ୍ଛ କରିବାକୁ ସରକାର ଟୋକନ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ତଥାପି ସୁଫଳ ମିଳୁନି । ଅଧିକାଂଶ ସ୍ଥାନରେ ମଣ୍ଡି ଗୁଡ଼ିକରେ ବସ୍ତା ବସ୍ତା ଧାନ ସପ୍ତାହ ସପ୍ତାହ ଧରି ପଡ଼ି ରହୁଥିବା ଖବର ଆସୁଛି । କେଉଁଠି ମଣ୍ଡି…

ହୋଣ୍ଡା ଆକ୍ଟିଭାରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ଝାଡ଼ପଡା ମହାଦେବ ନଗର ଅଞ୍ଚଳରେ ଏକ ହୋଣ୍ଡା ଆକ୍ଟିଭାରେ ନାଗ ସାପ ବସିଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ ମହାଦେବ ନଗରର ପ୍ଲଟ୍ ନଂ- ୨୬୪ ରୁହନ୍ତି ସ୍ୱରୂପ କୁମାର କର । ସନ୍ଧ୍ୟାରେ ନିଜ ସିଡ଼ି ତଳେ ରଖା ହୋଇଥିବା ହୋଣ୍ଡା ଆକ୍ଟିଭା ସ୍କୁଟର ବାହାର କଲା ବେଳକୁ…

ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ବୃଦ୍ଧି ବିଷୟରେ କହି ଟ୍ରୋଲ୍‌ ହେଲେ ଗାୟକ ଶାନ୍‌

ନୂଆଦିଲ୍ଲୀ: ଟ୍ୱିଟରରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ବୃଦ୍ଧି ନେଇ ବଲିଉଡ୍‌ ଗାୟକ ଶାନ ନିକଟରେ ନିଜର ମତ ପ୍ରକାଶ କରିଥିଲେ। ଶାନ୍‌ଙ୍କ ଏହି ପ୍ରତିକ୍ରିୟାରେ ଜଣେ ୟୁଜର୍ସ ବିଭ୍ରାନ୍ତିକର ବୟାନ ଦେଇ ଶାନ୍‌ଙ୍କୁ ଟ୍ରୋଲ୍‌ କରିଛନ୍ତି। ସେ କହିଛନ୍ତି, ଏସବୁ ଉପରେ ଧ୍ୟାନ ଦେବା ବଦଳରେ…

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ 

କେନ୍ଦୁଝର:ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ଏହି ସମୟରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣିକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ…

ୟୁଏସ୍‌ ନେଟ୍‌ଫ୍ଲିକ୍ସର ଶ୍ରେଷ୍ଠ ୧୦ରେ ଚୋପ୍ରା ସିଷ୍ଟରସ୍‌

ନୂଆଦିଲ୍ଲୀ: ଚର୍ଚ୍ଚାରେ ଚୋପ୍ରା ସିଷ୍ଟର୍‌ସ୍।‌ ଆମେରିକା ନେଟଫ୍ଲିକ୍ସରେ ମଧ୍ୟ ରାଜ୍‌ କରୁଛି ପ୍ରିୟଙ୍କା ଏବଂ ପରିନୀତି ଚୋପ୍ରାଙ୍କ ଫିଲ୍ମ। ନିକଟରେ ରିଲିଜ ହୋଇଥିବା ପ୍ରିୟଙ୍କା ଚୋପ୍ରାଙ୍କ ଚଳଚ୍ଚିତ୍ର 'ୱି କ୍ୟାନ୍‌ ବି ହିରୋ' ବର୍ତ୍ତମାନ ୬ ନମ୍ବର ସ୍ଥାନରେ ଥିବାବେଳେ ପରିନୀତି…

ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ 

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରାଯିବ । ପ୍ରଥମେ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ନିର୍ମାଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ…

ଇନ୍‌ଷ୍ଟାଗ୍ରାମରେ କମ୍‌ ଫଲୋର୍ସ ଯୋଗୁ ଏହି ଅଭିନେତ୍ରୀଙ୍କୁ ଫିଲ୍ମରେ ମିଳି ନଥିଲା କାମ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ତାରକା ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣରୁ ବଲିଉଡ୍‌ରେ ସେମାନଙ୍କୁ ନୋ ଏଣ୍ଟ୍ରିର ସାମ୍ନା କରିବାକୁ ପଡ଼ିଥାଏ। ଏ ନେଇ ଏକ ଖୁଲାସା କରିଛନ୍ତି ବଲିଉଡ୍‌ର ଜଣେ ଅଭିନେତ୍ରୀ। ବର୍ତ୍ତମାନ ଜଣେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ଫିଲ୍ମ…