Latest Odisha News

BREAKING NEWS

Yearly Archives

2021

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର…

ଧାରାବାହିକ ଉପନ୍ୟାସ : ଦେବୀ (୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୧   ଯେତେବେଳେ ଗ୍ରାମ୍ୟ ସଂଲଗ୍ନ ଛୋଟ ବଣକୁ ଲାଗି ଯେଉଁ କେତେ ଖଣ୍ଡ ଦୋଫସଲି ଜମି ସୋରିଷ ଫୁଲରେ ହସି ଉଠେ ସେତେବେଳେ ଶୀତ ଆସେ ଗାଆଁକୁ। ଅବଶ୍ୟ ଗାଁ ପାଖ ବଣଟି ଆଉ ନାହିଁ । ଯେଉଁଠି ଦିନେ କାଠ ରଙ୍ଗଣୀ ଆଉ କଣ୍ଟେଇକୋଳି ବୁଦା ତଳେ…

ଢେଙ୍କାନାଳରେ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଢେଙ୍କାନାଳ : ଢେଙ୍କାନାଳରୁ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ । ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରେ ପଢ଼ୁଥିବା ୩୩ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି…

କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ଆଉ ଏକ ସଫଳତା

ଭୁବନେଶ୍ବର : କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଏମ୍‌ସ ଭୁବନେଶ୍ବରରେ ଏବେ ସ୍ବଳ୍ପ ମୂଲ୍ୟରେ ମିଳିପାରିବ କର୍କଟ ରୋଗର ଚିକିତ୍ସା ସୁବିଧା । ଆଜି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ପେଟ୍‌-ସିଟି ସ୍କାନ ମେସିନ୍‌ ସେବାର ଉଦ୍‌ଘାଟନ କରିଛନ୍ତି । ସମଗ୍ର ପୂର୍ବ ଭାରତରେ…

ଜୁନିୟର ହକି ବିଶ୍ୱକପ: ସେମିରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଦଳ ପାଇଁ ବିଜୟସୂଚକ ଗୋଲଟି ମ୍ୟାଚର ୨୧ତମ ମିନିଟରେ…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : ଆରମ୍ଭ ହେଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୩୨ତମ କୋଣାର୍କ ମହୋତ୍ସବକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ…

ମମତାଙ୍କୁ ଜବାବ ଦେଲା କଂଗ୍ରେସ: ଆମ ବିନା ବିଜେପିକୁ ହରାଇବା ସ୍ୱପ୍ନ ସଦୃଶ

ନୂଆଦିଲ୍ଲୀ: ବିଜେପିକୁ ହରାଇବା ନେଇ ସମସ୍ତ ବିରୋଧୀ ପାର୍ଟି ଧିରେ ଧିରେ ଏକଜୁଟ ହେଉଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏନସିପି ନେତା ଶରଦ ପାୱାରଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ୟୁପିଏର ସତା ନାହିଁ କହି ମମତା ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ।…

ଚିତାବାଘ ସହ ଲଢି ୮ ବର୍ଷର ପୁଅକୁ ରକ୍ଷା କଲେ ସାହସୀ ମହିଳା

ଭୁବନେଶ୍ୱର: ବୀରତ୍ୱର ଗାଥା କହିଲେ ଭୁଲ ହେବନି । ଚିତାବାଘ କବଳରୁ ନିଜ ଜନ୍ମକଲା ୮ ବର୍ଷର ଛୁଆକୁ ବଂଚାଇ ଆଣିଲା ସାହସୀ ମାଆ । କୌଣସି ଫିଲ୍ମରେ ଏହି ଦୃଶ୍ୟ ହୁଏ ତ ସାଧାରଣ ଲାଗିପାରେ । ହେଲେ ଅସଲ ଜୀବନରେ ଏହି ଘଟଣା ଦେଖିବା ତ ଦୂରର କଥା କଳ୍ପନା କଲେ ମଧ୍ୟ ଦେହ ଶୀତେଇ ଉଠେ ।…

କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ…

ଆସୁଛି ବାତ୍ୟା, ପ୍ରବଳ ବର୍ଷାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର :ଆସୁଛି ବାତ୍ୟା ଏହି ସମୟରେ ବର୍ଷା କୁ ନେଇ ଆଲର୍ଟ ଜାରି କଲାପାଣି ପାଗ ବିଭାଗ । ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରୀ ସକ୍ରିୟ ହେଉଛି । ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ଫଳରେ ୩ ଡିସେମ୍ବରରେ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ…