Latest Odisha News

BREAKING NEWS

Yearly Archives

2021

କରୋନା କବଳରୁ ମୁକୁଳିଲେ ଅଭିନେତା କମଲ ହାସନ୍

ଭୁବନେଶ୍ୱର: କରୋନା ସଂକ୍ରମଣରୁ ତ୍ରାହି ପାଇଲେ ଅଭିନେତା ତଥା ରାଜନେତା କମଲ ହାସନ୍ । ଗତ ନଭେମ୍ବର ୨୨ ତାରିଖରେ ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ଶ୍ରୀ ରାମଚନ୍ଦ୍ର ମେଡିକାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଜର ଏକ୍ସକ୍ଲୁସିଭ କ୍ଲଥ୍ ଲାଇନ୍ ଲଂଚ କରିବାକୁ ସେ…

ଦାମୀ ସହର: ସିଙ୍ଗାପୁର, ଲଣ୍ଡନ, ହଂକଂକୁ ପଛରେ ପକାଇଲା ତେଲ ଅଭିଭ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦାମୀ ତଥା ବ୍ୟୟ ବହୂଳ ସହରର ତାଲିକା ପ୍ରକାଶ ପାଇଛି । ଇସ୍ରାଏଲର ତେଲ ଅଭିଭ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଗ୍ଲୋବାଲ ସର୍ଭେ ଇକୋନୋମିକ ଇଂଟେଲିଜେନ୍ସ ୟୁନିଟ ଏହି ତାଲିକା ପ୍ରକାଶ କରିଛି । ସିଙ୍ଗାପୁର, ଲଣ୍ଡନ ଓ ହଂକଂକୁ ତେଲ ଅଭିଭ ଏଥର ପଛରେ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନ, ଜମୁଛି ବାଣଭୋଜି

ଭୁବନେଶ୍ବର : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନର ବାଣଭୋଜି ସ୍ଥଳ । ଦୀର୍ଘ ଦୁଇ ବର୍ଷ ପରେ ବଟାନିକାଲ ଗାର୍ଡେନ ଖୋଲିବା ପରେ ଆଜିଠୁ ପୁଣି ଜମିଥିଲା ଭୋଜି ଭାତ । ପ୍ରଥମ ଦିନରୁ ବଟାନିକାଲ ଗାର୍ଡେନରେ କିଛି ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ଓ…

ଘାରିଲା ଓମିକ୍ରନ ଚିନ୍ତା, ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ : ଘାରିଲା ଓମିକ୍ରନ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜାରି ହୋଇଛି ସଂଶୋଧିକ ଗାଇଡଲାଇନ । ଦେଶକୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଯାତ୍ରା ପୂର୍ବରୁ ଏକ ଆତ୍ମ ଘୋଷଣାନାମା ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ…

ପିଇବା ପାଣି ପାଇଁ ପ୍ରତିବାଦ କଲେ ଗ୍ରାମବାସୀ

ଗୁଣୁପୁର : ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ପ୍ରତିଦାଦ କଲେ ଗାଁ ଲୋକ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଅଲାଙ୍ଗଡା ଗାଁରେ ପ୍ରାୟ ୬୦୦ଶହ ଲୋକ ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ଓ ସୋଲାର ପାଇପ ରହିଛି । ତେବେ ବର୍ଷେ ତଳେ ନଳକୂପ ଅଚଳ…

ବିଜେପିରେ ମିଶିଲେ ମନଜିନ୍ଦର ସିଂ

ଚଣ୍ଡୀଗଡ: ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ମୁଖ୍ୟ ମନଜିନ୍ଦର ସିଂ ସିରସା ବୁଧବାର ଆଶ୍ଚର୍ଯ୍ୟଜନକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପାର୍ଟିର ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ, ରାଷ୍ଟ୍ରୀୟ ମହାସଚିବ ଦୁଷ୍ମନ୍ତ…

ଅଭିନେତ୍ରୀ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ସେନ୍ସର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପାଇଁ ବଢିଲା ଅଡୁଆ । କଙ୍ଗନାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆ ପୋଷ୍ଟକୁ ଭବିଷ୍ୟତରେ ସେନ୍ସର କରିବା ପାଇଁ ଏହି ଯାଚିକା ଅପିଲ କରାଯାଇଥିଲା ।ଏହି ଯାଚିକାରେ ଆବେଦନ…

ବିଧାନସଭାରେ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରି ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ବାସ୍ଥ୍ୟ ପାଇଁ ୨୩୧୦ କୋଟି…

ଆସୁଛି ବାତ୍ୟା ‘ଜୱାଦ’ : ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର : ଆସୁଛି ବାତ୍ୟା ଜୱାଦ । ବାତ୍ୟାର ମୁକାବିଲା ଲାଗି ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତଳିଆ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଗ୍ନିସମ ବିଭାଗ , ଓଡ୍ରାଫ,ଏନଡିଆରଏଫ୍…

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ବିରୋଧ

ପୁରୀ: ପ୍ରତିଶ୍ରୁତି ଦେବା ପରେ ବି ଥଇଥାନ କରାଯାଇପାରୁନି । ଯାହର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ । ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଚଳିତ ମାସରେ ଉଚ୍ଛେଦ କରଯାଇଥିଲା । ଥଇଥାନ ନକରି…