ଦୂତି-ହିମାଙ୍କ ମଧ୍ୟରେ ମୁକାବିଲା ହେଲାନି: ୧୦୦ ମିଟରରେ ଦୂତି, ୨୦୦ରେ ହିମାଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର: ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟ ୨ରେ ଓଡିଶାର ଦୂତି ଚାନ୍ଦ ଓ ଆସାମର ହିମା ଦାସଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମାତ୍ର ୧୦୦ମିଟରରେ ହିମା ଶେଷ ମୂହର୍ତରେ ଓହରି ଯାଇଥିଲେ । ଗୁରୁବାର ୧୦୦ ମିଟର…