Latest Odisha News

BREAKING NEWS

Yearly Archives

2021

ଖୁବଶୀଘ୍ର ଆରମ୍ଭ ହେବ ଦୃଶ୍ୟମ୍-୨ ସୁଟିଂ, ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍-ତବୁ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି । ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି ।  ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି ।…

ସେନସେକ୍ସ ୫୧ ହଜାର ପାର୍, ନିଫ୍ଟି କାରବାର ବୃଦ୍ଧି: ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର କାରବାର ଉତ୍ସାହଜନକ ରହିଛି । କାରବାର ଆରମ୍ଭରୁ ସେନସେକ୍ସ ୪୨୬ ଅଙ୍କ ବୃଦ୍ଧି ପାଇ ୫୧,୨୦୭.୬୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନସେକ୍ସ ପୁନଶ୍ଚ ୬୦୫ ଅଙ୍କକୁ ବୃଦ୍ଧିପାଇ ୫୧,୩୮୬.୧୨ରେ ପହଞ୍ଚିଥିଲା । ସେହିଭଳି ନେସନାଲ…

ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ଗାଇଡ ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏହି ନୂଆ ଗାଇଡଲାଇନ ୱେବସାଇଟ ବିଷୟବସ୍ତୁ, ଓଟିଟି ବିଷୟବସ୍ତୁ , ସୋସିଆଲ ମିଡିଆ ଉପରେ…

ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ : ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିଲା ଏସିଡ୍ ମାଡ଼

ଭଦ୍ରକ:୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ । ସୂଚନାଅନୁସାରେ, ୨୦୦୨ ମସିହାରେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ରଇପୁର…

 ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଦୁର୍ଗା ଚରଣ ମିଶ୍ରଙ୍କ ରଚିତ ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସୁସ୍ଥ,ସୁନ୍ଦର ଏବଂ ଆଧ୍ୟାତ୍ମିକ ଜୀବନ ଜିଇଁବା ପାଇଁ ଏହି ପୁସ୍ତକ ଯୁବ ସମାଜ ପାଇଁ ଏକ…

ଦିଦିଙ୍କ ଅଭିନବ ପ୍ରତିବାଦ, ତୈଳ ଦର ବୃଦ୍ଧି ନେଇ ମମତାଙ୍କ ଇ-ସ୍କୁଟର ରାଲି

କୋଲକାତା: ଦେଶରେ ପଟେରାଲ ଡିଜେଲ ଦର ଆକାଶଛୁଆଁ । ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ଲଗାତାର ବିରୋଧ କରୁଛନ୍ତି । ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମମତା ତୈଳ ଦର ବିରୋଧରେ ଇ-ସ୍କୁଟରରେ…

ଦଶାହ ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ

ନୂଆପଡା: ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଡାକ୍ତର । ଗତ…

ମମତା ଦାଶଙ୍କୁ ୨୦୨୧ ମସିହା ପାଇଁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ

ଭୁବନେଶ୍ୱର : ବାଲେଶ୍ୱରରୁ  ପ୍ରକାଶିତ ମାସିକ ମହିଳା ପତ୍ରିକା ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଜୟଦେବ ଭବନରେ ସମ୍ପାଦିକା ମମତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,…

କୋଲକାତାରେ ଓୱେସୀ ନିର୍ବାଚନ ରାଲୀଙ୍କୁ ନାଁ

କୋଲକତା: ଅସାଉଦ୍ଦିନ ଓୱେସୀ ଏବଂ ତାଙ୍କ ପାର୍ଟି ଏଆଇଏମଆଇଏମକୁ ଗୁରୁବାର ଝଟକା ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ସେ ରାଲୀ କରିବାକୁ ଚାହୁଁଥିଲେ ମଧ୍ୟ କୋଲକତା ପୋଲିସ ଏଥିପାଇଁ ଅନୁମତି ଦେଇ ନାହାନ୍ତି । କୋଲକାତାର ମେତିଆବ୍ରୁଜରେ ଓୱେସୀଙ୍କ ରାଲି ହେବାକୁ ଥିଲା । ୧୦ ଦିନ…

ଟ୍ରାକ୍ଟର ମାଡିଯିବାରୁ ଡ୍ରାଇଭର ମୃତ

ଭଞ୍ଜନଗର: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ । ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ…