Latest Odisha News

BREAKING NEWS

Yearly Archives

2021

ଜୁନ୍‌ରେ ରିଲିଜ କରିବ ବିଗ୍‌ ବିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’

ନୂଆଦିଲ୍ଲୀ: ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ କ୍ରୀଡା ଚଳଚ୍ଚିତ୍ର 'ଝୁଣ୍ଡ' ଜୁନ୍ ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ୭୮ ବର୍ଷୀୟ ଭେଟେରାନ୍ ତାରକା ଅର୍ଥାତ୍‌ ବିଗ୍‌ ବି ଟ୍ୱିଟରକୁ ଯାଇ ଏହାର ନୂଆ ରିଲିଜ୍ ତାରିଖ…

ଟୁଲ୍କିଟ୍ ମାମଲା: ଦିଶା ରବିଙ୍କ ଜାମିନ ଆବେଦନ ଶୁଣାଣି ଆଜି

ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ପରିବେଶ କର୍ମୀ ଦିଶା ରବିଙ୍କ ଜାମିନ ଆବେଦନ ଆଜି ଦିଲ୍ଲୀର ଏକ କୋର୍ଟରେ ଶୁଣାଣି ହେବ। ଫେବୃଆରୀ ୧୩ ରେ ବେଙ୍ଗାଲୁରୁରୁ ଗିରଫ ହେବା ପରେ ତାଙ୍କୁ ଦିଲ୍ଲୀ ପୋଲିସର ପାଞ୍ଚ ଦିନ ହେପାଜତ ପରେ ତାଙ୍କୁ ତିନି ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଭାରତରେ…

ନୀତି ଆୟୋଗ ବୈଠକରେ ରାଜ୍ୟ ଓ ଦେଶର ସ୍ୱାର୍ଥ ସମ୍ୱଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ…

ନୂଆଦିଲ୍ଲୀ: ନିତି ଆୟୋଗ ବୈଠକରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସବୁ ଅପରାଧକୁ ଏବେ ରାଜନୀତିକରଣ କରାଯାଉଛି । ସେହିପରି ନିର୍ବାଚିତ ସରକାରଙ୍କ ପ୍ରତିଟି କାମକୁ ରାଜନୈତିକ ଦୃଷ୍ଟି ଭଙ୍ଗିରେ ଦେଖାଯାଉଛି । ଏସବୁ…

ମଣ୍ଡି ତାତିରେ ପୁଣି ଗୃହ ମୁଲତବି, ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ୍ ଆଣିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ମଣ୍ଡି ସମସ୍ୟା ତାତିରେ ଚାଲି ପାରିଲାନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିରୋଧୀ ହୋହଲ୍ଲା କରିଛନ୍ତି । ଗୃହରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତିଙ୍କ ରୁଲିଂ ଅନୁସାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ରାଜ୍ୟରେ…

ମହାରାଷ୍ଟ୍ରର ଏହି ୬ଟି ଜିଲ୍ଲାରେ ଦୈନିକ କୋଭିଡ୍‌ ମୃତ୍ୟୁରେ ଉଲ୍ଲେଖନୀୟ ବୃଦ୍ଧି

ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ଗତ ତିନି ସପ୍ତାହ ମଧ୍ୟରେ ଅନେକ ଜିଲ୍ଲା ହାରାହାରି  ଦୈନିକ କୋଭିଡ୍-୧୯ ମୃତ୍ୟୁରେ ବୃଦ୍ଧି ଘଟିଛି। ମହାରାଷ୍ଟ୍ରର ୬ ଟି ଜିଲ୍ଲା - ରତ୍ନଗିରି, ବିଡ୍, ସିନ୍ଧୁଦୁର୍ଗ, ରାୟଗଡ, ସାତାରା ଏବଂ ଅମରାବତୀ ଦୈନିକ ହାରାହାରି ମୃତ୍ୟୁହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।…

ଆର୍ଥିକ ବିକାଶ ପାଇଁ କେନ୍ଦ୍ର-ରାଜ୍ୟ ମିଳିତ କାମ କରିବା ଜରୁରୀ: ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କରୋନା ଲଢ଼େଇରେ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି କାମ କରିଥିଲେ । ସେଥିପାଇଁ ମହାମାରୀ ମୁକାବିଲାରେ ଭାରତକୁ ସଫଳତା ମିଳିଛି । ମିଳିତ ଲଢେଇ ଯୋଗୁ କରୋନା ମୁକାବିଲାରେ ସାରା ବିଶ୍ୱରୁ ଭାରତକୁ ମିଳିଛି ପ୍ରଶଂସା । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭାଗିଦାରୀ ଓ ସହଯୋଗ ରକ୍ଷା କରିବା…

ଘରେ ପଶି କରୁଥିଲେ ଡକାୟତି, ୨ ଜଣଙ୍କୁ ଧରିଲା ପୋଲିସ

ପୁରୀ: ଶୋଇଥିବା ବେଳେ ଘରେ ବୁଲାଉ ଥିଲେ କଳାକନା । ପୁରୀ ବାସେଳି ସାହି ଥାନା ପୋଲିସ ଏଭଳି ୨ ଜଣ ଚୋରକୁ ଗିରଫ କରିଛି । ଉଭୟଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ୨ ଅଭିଯୁକ୍ତ ବାସେଳି ସାହି ଥାନା ନୋଳିଆ ସାହିର ଦୀପକ ବେହେରା ଓ ଜଗନ୍ନାଥ ବସ୍ତିର ତ୍ରିନାଥ ଦାସ ବୋଲି…

କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ଅଡୁଆରେ ଅଭିନେତା ବିବେକ ଓବରଏ

ନୂଆଦିଲ୍ଲୀ: କୋଭିଡ୍‌-୧୯ ର ପ୍ରକୋପକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ନାଗରିକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅଭିନେତା ବିବେକ ଓବରଏ ଏହି ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି। ନିଜ ପତ୍ନୀଙ୍କୁ ସହ ବାଇକ୍‌ ଚଳାଇବା ସମୟରେ…

ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୨୦ ଫେବୃଆରୀ ହେଉଛି ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ନେତା ଏହି ବିଶେଷ ଉତ୍ସବରେ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ୍…

ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଉନ୍ନୀତ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୨୦୧୩-୧୪ ଶିକ୍ଷାବର୍ଷରୁ ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୯ରେ, ଉଚ୍ଚ…