Latest Odisha News

BREAKING NEWS

Yearly Archives

2021

ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଗରିବ ଓ ଅସହାୟଙ୍କ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ପୁଣି ଏକ ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି । ସେ ଏକ ବଡ ଦାୟିତ୍ୱ ନେବାକୁ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡ ଚମୋଲି ବିଭୀଷିକାରେ ଅନାଥ ହୋଇଯାଇଥିବା ଝିଅଙ୍କୁ ପୋଷ୍ୟ ସନ୍ତାନ…

‘ଟ୍ରି ସିଟି ଅଫ୍ ୱାର୍ଲ୍ଡ’ ର ମାନ୍ୟତା ପାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ହାଇଦ୍ରାବାଦ ଭାରତର ଏକମାତ୍ର ସହର ହୋଇପାରିଛି ଯାହା ଆର୍ବର୍ ଡେ ଫାଉଣ୍ଡେସନ୍ ଏବଂ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା 'ବିଶ୍ୱର ବୃକ୍ଷ ସହର' ଭାବରେ ମାନ୍ୟତା ପାଇଛି। ୬୩ ଟି ଦେଶର ୧୧୯ ଟି ସହର ମଧ୍ୟରେ ହାଇଦ୍ରାବାଦ ସ୍ଥାନିତ ହୋଇଛି।…

ଆଦିକବି ସାରଳା ଦାସଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାସମାଧି ଦିବସ ତିଥିରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ରମେଶ ଚନ୍ଦ୍ର ସାଏ , ଦେବରାଜ ସେନାପତି , ସୁରେନ୍ଦ୍ରନାଥ ଛୋଟରାୟ , ଯତୀନ୍ଦ୍ର ମୋହନ ଛୋଟରାୟ , ଲଷ୍ମୀଧର ବେହେରା ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ…

ଭାରତରେ ଅନୁମୋଦିତ ତୃତୀୟ ଟିକା ହୋଇପାରେ ‘ସ୍ପୁଟନିକ୍ ଭି’

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ର ଷ୍ଟୋରେଜ୍ ତାପମାତ୍ରା ଏବଂ ମୂଲ୍ୟ ଏହାକୁ ଭାରତର ଆବଶ୍ୟକତା ସହିତ ସୁସଙ୍ଗତ କରିଥାଏ ଏବଂ ଏହା ଭାରତୀୟ ଜନସଂଖ୍ୟା ମଧ୍ୟରେ ପରୀକ୍ଷଣ ମଧ୍ୟ କରାଯାଇଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପରେ ସ୍ପୁଟନିକ୍ ଭି ଭାରତରେ ଅନୁମୋଦିତ ତୃତୀୟ ଟିକା ହୋଇପାରେ କାରଣ ଡକ୍ଟର…

ଜଗତସିଂହପୁର ଜିଲ୍ଲା ରାଜ୍ୟ ‘ବାଣୀକ୍ଷେତ୍ର’ ଭାବେ ଘୋଷିତ 

ଜଗତସିଂହପୁର: ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ରାଜ୍ୟ ‘ବାଣୀକ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ମୌଖିକ ଭାବେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ସମ୍ବୋଧିତ କରାଯାଉଥିଲା । କିନ୍ତୁ ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର…

 ଜୟଶ୍ରୀ ଦାସଙ୍କ ଉପନ୍ୟାସ ପେଟ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ଜୟଶ୍ରୀ ଦାସଙ୍କ ଉପନ୍ୟାସ ପେଟ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସବୁଜ ଭାରତ ପକ୍ଷରୁ ସ୍ଥାନୀୟ ଏକ କଲ୍ୟାଣ ଭବନଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ତମ୍ବକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଏବଂ କବି ନିତ୍ୟରଞ୍ଜନ ନନ୍ଦ ସମ୍ମାନିତ…

ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ ଅନୁଷ୍ଠିତ

ଭୁବନେଶ୍ବର: ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ । ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ହୋଇଯାଇଛି ଏହି ମହାସମାବେଶ । ଆଜିର ମହାସମାବେଶରେ ୨୦୧୪ର ସ୍ଥିରୀକୃତ ସିଡ୍ୟୁଲ ରେଟର ୨୦୨୧ମୂଲ୍ୟଭିତ୍ତିରେ ପୁନଃ ଆକଳନ କରିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ…

ଟ୍ରମ୍ପ୍‌ଙ୍କ ନୀତି ପରିବର୍ତ୍ତନ କଲେ ବାଇଡେନ୍‌; ମେକ୍ସିକୋ ଶରଣାର୍ଥୀଙ୍କୁ ଆମେରିକା ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଜୋ ବାଇଡେନ ପ୍ରଶାସନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତିକୁ ରଦ୍ଦ କରିଦେଇଛି। ଶରଣାର୍ଥୀମାନଙ୍କ ପାଇଁ ନୀତି ପରିବର୍ତ୍ତନ କରିଛନ୍ତି ବାଇଡେନ୍‌ ପ୍ରଶାସନ। ଯେଉଁମାନେ ମେକ୍ସିକୋରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ସେମାନଙ୍କ ପାଇଁ ଏହା…

ଅପରାଧର ଅଦ୍ଭୁତ ତର୍ଜମା

ନିକଟରେ ଏକ ରାୟ ସାରା ଦେଶ ରେ ହଇଚଇ ସୃଷ୍ଟି କରିଛି । ସେ ରାୟକୁ ନେଇ ଦେଶର ଶିଶୁ ସଂଗଠନମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ମହିଳା ସଂଗଠନମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି । ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଦିୱାଲା ଏକ ନାବାଳିକା ଯୌନ ନିର୍ଯାତନା ଶୁଣାଣି କରି…

ରାମ ମନ୍ଦିର ନିର୍ମାଣ ପାଇଁ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଦାନ କଲେ ୧୧ ଲକ୍ଷ ଟଙ୍କା

ଲକ୍ଷ୍ନୌ: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅବଧ ପ୍ରାନ୍ତ ପ୍ରଚାରକ କୌଶଳ ଓ କାର୍ଯ୍ୟବାହୀ ପ୍ରଶାନ୍ତ ଭାଟିଆ ଅପର୍ଣ୍ଣା ଯାଦବଙ୍କ ବାସଭବନରେ ପହଞ୍ଚିଥିଲେ । ଅପର୍ଣ୍ଣା ରାମ…