Latest Odisha News

BREAKING NEWS

Yearly Archives

2021

ଦିଲ୍ଲୀରେ ପୁଣି ବାର୍ଡ ଫ୍ଲୁ ଆତଙ୍କ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀରେ ବାର୍ଡ ଫ୍ଲୁ ଆତଙ୍କ । କିଛି ଦିନ ତଳେ ଜାତୀୟ ପ୍ରାଣୀ ଉଦ୍ୟାନରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ବେଳେ, ଏବେ ପୁଣି ୭ଟି ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି । ବାର୍ଡ ଫ୍ଲୁ ବ୍ୟାପିକାକୁ ଦୃଷ୍ଟିରେ ରଖି ଜାତୀୟ ପ୍ରାଣୀ ଉଦ୍ୟାନରୁ ମୋଟ ୭ଟି ନମୁନାକୁ ପରୀକ୍ଷା…

୭ ଦିନିଆ ରିମାଣ୍ଡରେ ଗଲେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ସୂତ୍ରଧର ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ମଙ୍ଗଳବାର ଗିରଫ କରି ତୀସ ହଜାରୀ କୋର୍ଟରେ ହାଜର କରିଛି । କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୁଲିସ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଅନୁରୋଧ…

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ୨୦୨୧ ମେ’ ମାସରେ ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୨୦୨୧ ମେ’ ମାସରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି…

ରାଜ୍ୟ ସ୍ୱାର୍ଥ ନେଇ ପୁଣି ରାଜ୍ୟସଭାରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : ରାଜ୍ୟର ବିକାଶ ନେଇ ରାଜ୍ୟସଭାରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରିଥିବା ଅବହେଳା କଥା ମଧ୍ୟ ଉଠାଇଛନ୍ତି । ତେଣୁ କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ପୂରଣ କରନ୍ତୁ…

୨୨ରେ ଆସିବ ରାଜ୍ୟ ବଜେଟ୍, ଏଥର ୧ ଲକ୍ଷ ୭୦ କୋଟି ଟପିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି । ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥର ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ହୋଇଥିବା ନେଇ ସୂଚନା ମିଳିଛି । ଆସନ୍ତା ୨୨…

ଏବେ ଆପଣ କ୍ରେଡିଟ୍ କାର୍ଡରୁ ଦେଇପାରିବେ ଘରଭଡ଼ା, ମିଳିବ କ୍ୟାସ୍ ବ୍ୟାକ୍ 

ନୋଇଡା: ଯଦି ଆପଣ ଭଡ଼ା ଘରେ ରହୁଥାନ୍ତି ତେବେ ଘର ମାଲିକଙ୍କୁ କ୍ରେଡିଟ୍‌ କାର୍ଡରୁ ପୈଠ କରିପାରିବେ । ଏହି ସୁବିଧା ପେଟିଏମ ତାଙ୍କ ପ୍ଲାଟଫର୍ମରେ ଉପଲବ୍ଧ କରାଇଛନ୍ତି । ପେଟିଏମରେ ଘରଭଡ଼ା ପୈଠ କଲେ ଟଙ୍କା ତୁରନ୍ତ ଘର ମାଲିକଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଯିବ । ଏଥିଲାଗି ଡିଜିଟାଲ…

ବାଇ ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସେବାୟତ

ଭୁବନେଶ୍ୱର : ବିବାଦୀୟ ଏନଏମଏର ଚିଠା ବାଇ ଲ ପ୍ରତ୍ୟାହାର ପରେ ଆଶ୍ବସ୍ତି ହୋଇଛନ୍ତି ଶ୍ରୀମନ୍ଦିର ସେବାୟତ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ସେବାୟତ । ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି । ଜାନୁଆରୀ…

ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା

ବିଶାଖାପାଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା । ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଆଁ  ଲାଗି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ଉଦ୍ଧାର ହୋଇଛନ୍ତି । ବସ୍‌ରେ ଡ୍ରାଇଭର, ହେଲ୍‌ପର ସହ ୩୨ଜଣ ଯାତ୍ରୀ ଥିଲେ । ବିଶାଖାପାଟଣା ପାଇକରାଓପେଟା ନିକଟରେ ପାଞ୍ଚ ନମ୍ବର ଜାତୀୟ…

ଅଷ୍ଟ୍ରେଲିଆନ ଓପନ ଟେନିସ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସୁମିତ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରୁ ଭାରତର ସୁମିତ ନାଗଲ ବିଦାୟ ନେଇଛନ୍ତି । ସେ ଲିଥୁନିଆର ରିକାଡସ ବେରାନିକ୍ସଙ୍କ ନିକଟରୁ ୨-୬, ୫-୭ ଓ ୩-୬ ସେଟରେ ପରାସ୍ତ ହୋଇଥିଲେ । ପ୍ରଥମ ସେଟରେ ନାଗାଲ ନୈରାଶ୍ୟଜନକ ପ୍ରଦର୍ଶନ କରିବା…

ପରିବା ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ପିକଅପ୍ ଭ୍ୟାନ, ଜଣେ ମୃତ, ୩ ଗୁରୁତର 

ଟିଟିଲାଗଡ଼: ପରିବା ବ୍ୟବସାୟ ସମୟରେ ଘଟିଲା ଅଘଟଣ । ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ପରିବା ହାଟ ଉପରେ ଚଢିଗଲା ପିକ୍‌ଅପ୍‌ ଭ୍ୟାନ । ଘଟଣା ସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବା ବିକାଳୀ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ବଲାଙ୍ଗିର…