Latest Odisha News

BREAKING NEWS

Yearly Archives

2021

ନିଲମ୍ବିତ ହେଲେ କୃଷକ ସଂଘର ୨ ନେତା

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ବିରୋଧରେ ବିରୋଧ କରୁଥିବା କୃଷକ ସଂଗଠନର ଏକ ସଂସ୍ଥା ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ) ରବିବାର ଦିନ ଦୁଇ କୃଷକ ସଂଗଠନର ନେତା - ଆଜାଦ କିସାନ କମିଟିର ସଭାପତି ହରପାଲ ସିଂ ଏବଂ ଭାରତ କୃଷକ ସଂଘର ନେତା ସୁରଜିତ ସିଂ ଫୁଲଙ୍କୁ ନିଲମ୍ବିତ କରିଛି। ସୂଚନା…

ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ନାସନାଲ ମନୁମେଣ୍ଟ୍ସ ଅଥରିଟିଙ୍କ ବାଇ ଲ ପ୍ରକାଶ ପରେ ସବୁଠୁ ଅସନ୍ତୋଷ ଦେଖା ଦେଇଛି । ସେବାୟତଙ୍କ ଠାରୁ ନେଇ ପୁରୀବାସୀ ସମସ୍ତେ ପ୍ରସ୍ତାବିତ ବାଇଲକୁ ବିରୋଧ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାର ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର…

ଲଜ୍ଜା ! ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା । ବଣଭୋଜି କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁସାରେ, କୋଟଗଡ଼…

ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ, ହଠାତ ମାଡ଼ି ଆସିଲା ଭୟଙ୍କର ବନ୍ୟା

ଯୋଶୀମଠ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ । ଯୋଶୀମଠ ଅଞ୍ଚଳରେ ହିମସ୍ଖଳନ ପରେ ବନ୍ୟା ଆସିଛି । ଭାଙ୍ଗିଛି ବନ୍ଧ ବାଡ଼ । ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ହଠାତ୍ ହିମସ୍ଖଳନ ପରେ ଧୌଳିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି…

ଇସ୍ତଫା ଦେଲେ ଟ୍ୱିଟର ଇଣ୍ଡିଆର ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ ମହିମା କୌଲ

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଟ୍ୱିଟର ଇଣ୍ଡିଆରେ ଯୋଗ ଦେଇଥିବା ମହିମା କୌଲ ଇସ୍ତଫା ଦେଇଛନ୍ତି ବୋଲି ସୋସିଆଲ ମିଡିଆ ଜରିଆରେ ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶନିବାର ନିଶ୍ଚିତ କରିଛନ୍ତି। ସେ ୨୦୧୫ ରେ ମାଇକ୍ରୋବ୍ଲଗିଂ ସାଇଟରେ ଯୋଗ ଦେଇଥିଲେ। ସୂଚନା ମୁତାବକ କୌଲ୍…

ରବିବାର ସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପରଖିଲେ ପାଠପଢ଼ା

ଭୁବନେଶ୍ୱର: କରୋନା କାୟା କମିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିଛି । ରବିବାର ବି କ୍ଲାସ ହେଉଛି । କେମିତି ଚାଲିଛି ପାଠପଢା, ଅନୁଧ୍ୟାନ ପାଇଁ ଆଜି ଅଚାନକ ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

କ୍ରମାଗତ ସପ୍ତାହେ ଓଡ଼ିଶାରୁ ଦୈନିକ ଶହେରୁ କମ୍ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ହାରୁଛି କରୋନା, ଜିତୁଛି ଓଡ଼ିଶା । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ସପ୍ତାହେ ହେବ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ରାଜଧାନୀରୁ ୪ ଡକାୟତ ଗିରଫ, ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗ ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ମହିଳା ଏକାକୀ ଯାଉଥିବା ଅବସ୍ଥାରେ ଲୁଟି ନେଉଥିଲେ ଗହଣା, ମୋବାଇଲ୍ ଓ ଟଙ୍କା । ଏଭଳି ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଏବଂ…

ଡିନର୍‌ ପାର୍ଟିରେ ଏକାଠି ନଜର ଆସିଲେ ହ୍ରିତିକ୍‌ ଏବଂ ସୁଜାନ୍‌

ନୂଆଦିଲ୍ଲୀ: ପୁଣି ଥରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିଛି। ବର୍ତ୍ତମାନ ଦୁହେଁ ଏକାଠି ସୁଜାନ୍‌ଙ୍କ ବାପା ସଞ୍ଜୟ ଖାନଙ୍କ ରାତ୍ରୀ ଭୋଜନରେ ନଜର ଆସିଛନ୍ତି। ଏହି ପାର୍ଟି ତାଙ୍କ ଜୁହୁ ବଙ୍ଗଳା ଠାରେ ଆୟୋଜିତ ହୋଇଥିଲା।…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪.୧୬ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କ୍ଷେତ୍ରରେ କୌଣସି ହ୍ରାସ ହୋଇନାହିଁ। ରିପୋଟର୍ ଅନୁଯାୟୀ, ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୧୬ ହଜାର ୮୮୮ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୬୩ ଲକ୍ଷ ୨୨ ହଜାର ୩୯୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା…