Latest Odisha News

BREAKING NEWS

Yearly Archives

2021

ଅନୁଗୁଳରୁ ଜବତ ହେଲା ଚୋରା କୋଇଲା ଟ୍ରକ; ୮ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ।…

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା୪-୨-୨୦୨୧ ରିଖ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା୪ ରିଖ ଗୁରୁବାର ମକର ୨୨ଦିନ ମାଘ ମାସ କୃଷ୍ଣପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଆଜିର ଘାତ ବାର- ତୁଳା ଓ କୁମ୍ଭ ରାଶିର ଆଜିର ନିଷେଧ ଖାଦ୍ୟ -ତାଳ…

‘ଜଗଦୀଶ କଥା ସମ୍ମାନ’ ପାଇବେ କଥାକାର ନିବାରଣ ଜେନା

ଜଗଦୀଶ କଥା ସମ୍ମାନ ପାଇବେ ନିବାରଣ ଜେନା  ଶକ୍ତି ମହାନ୍ତିଙ୍କୁ ‘ଜଗଦୀଶ ଯୁବ ସମ୍ମାନ’  ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡ୍-ସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ୨୦୨୧ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା…

କବିତା: ମଲାଜହ୍ନ

ଆକାଶରେ ଯେଉଁଦିନ ଜହ୍ନ ନଥାଏ ସେଦିନ ମୁଁ ଅଧିକ ଉଦାସ ଓ ତମ କଥା ବେଶି ବେଶି ଉନେପଡୁ ଥାଏ । ଝର୍କା ଖୋଲେ, ଗୁମ୍ ହୋଇ ବସିରହେ ସାରାରାତି ଏମିତି ଏକା ଏକା ତମେ ଏକ ଅନ୍ଧାରର ନଈ ଓ ମୁଁ ଏକ ନିଃସଙ୍ଗ ନଉକା । କ୍ରମଶଃ କୋମଳ ହୁଏ ଅନ୍ଧାର ଅନ୍ଧାରରେ ଫିଟିପଡେ କେଉଁ…

ରଜରେ ରିଲିଜ ହେବ ‘ଚୁମ୍‌କି’

ଭୁବନେଶ୍ୱର: ଖୋଲିଗଲାଣି ସିନେମା ହଲ । ଦର୍ଶକ ବି ଶହେ ପ୍ରତିଶତ ବସିବା ପାଇଁ ଅନୁମତି ମିଳିଲାଣି । ଏବେ ଅପେକ୍ଷା ବଡ ସିନେମାକୁ । ଏହାକୁ ଦୃଷ୍ଟି ରଖି ରଜରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଚୁମ୍‌କି-ସେ ତ ପାଣିରେ ବୁଡିବ ନାହିଁ କି’ । ଭଦ୍ରା ମୋଶନ ଷ୍ଟୁଡିଓ ନିବେଦିତ ତଥା ଉପହାର…

ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର

ଅନୁଗୁଳ : ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଅଭାବନୀୟ ଘଟଣା । ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର । ଏହା ପରେ ଅଭିଯୁକ୍ତ ସୁବାସ ଭୋଇ ଅନୁଗୁଳ ଥାନାରେ ଆତ୍ମସମର୍ପଣ କରିଛି । ସୂଚନା ଅନୁସାରେ ସୁସୁଡା ସ୍କୁଲ ସମ୍ମୁଖରେ ରହୁଥିବା ସଙ୍ଗୀତା ଭୋଇଙ୍କ ସ୍ୱାମୀ ନୀଳମଣି ବ।।ହାରକୁ କାମ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍‌ର ଅଧ୍ୟକ୍ଷ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ସୋମା ମଣ୍ଡଳ ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୁହିଁଙ୍କ ମଧ୍ୟରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାରେ ସେଲ୍ ଅଧିକରୁ ଅଧିକ ସିଏସଆର କାର୍ଯ୍ୟକ୍ରମ କରିବା…

ମହାପଞ୍ଚାୟତରେ ନିଷ୍ପତ୍ତି, ଜୋରଦାର ହେବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କୃଷକ ସଙ୍ଗଠନ । ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ମହାପଞ୍ଚାୟତରେ ପାରିତ ହୋଇଛି ୫ଟି…

ଚାଷୀଙ୍କ ଦୁଃଖ ବୁଝିଲେ ସଂଜୟ ଦାସବର୍ମା

ନବରଙ୍ଗପୁର: ଚାଷୀ ଙ୍କୁ କଥା ଦେଇ କଥା ରଖିଲେ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା । ଗତକାଲି ନବରଙ୍ଗପୁର ସ୍ଥିତ RMC ପରିସର ରେ କୃଷକ ସୂଚନା କେନ୍ଦ୍ର ର ଉଦଘାଟନ ସମୟରେ ମଣ୍ଡିରୁ ଧାନ ଉଠିବା ଦାବି ରେ ଧାରଣା ରେ ବସିଥିଲେ ଶହ ଶହ ଚାଷୀ । ଆଉ ଚାଷୀଙ୍କୁ ସମର୍ଥନ ଜଣେଇ ଧାରଣାରେ ସାମିଲ…

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର…