Latest Odisha News

BREAKING NEWS

Yearly Archives

2021

ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମୋଦିଙ୍କ ସହାୟତା ଘୋଷଣା 

ନୂଆଦିଲ୍ଲୀ: ଓଡିଶାର କୋରାପୁଟ ଭ୍ୟାନ୍ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଘୋଷଣା । ମୋଦୀ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ଘୋଷଣା କରିଛନ୍ତି । ମୋଦି ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ୫୦,୦୦୦…

ରାଜ୍ୟରେ ଅଧିକ ଶାଣିତ ହେବ ବିପର୍ଯ୍ୟୟ ପରିଚାଳନା ଦକ୍ଷତା

ଭୁବନେଶ୍ବର : ରାଜ୍ୟରେ ବ୍ୟାପକ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା । ତୃଣମୂଳସ୍ତରରେ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ପ୍ରତିନିଧି ଓ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ…

ଚଳିତ ବଜେଟ୍‌ ‘ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ’: ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟ୍‌ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ଦଶ ହଜାର ଆଠ ଶହ ଚାଳିଶ କୋଟି ହ୍ରାସ ପାଇ ଓଡିଶା ପ୍ରଭାବିତ ହେବ । ୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ…

ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ଦାବି କଲା ବିଜେପି

ଭୁବନେଶ୍ବର : ଐତିହାସିକ ଶିଶୁପାଳଗଡ଼କୁ ରାଜ୍ୟ ସରକାରଙ୍କ ଜମି ଜବରଦଖଲରୁ ବଞ୍ଚାଇବାକୁ ଚିଠି । ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଶିଶୁପାଳଗଡ଼କୁ ସଂରକ୍ଷଣ କରିବା ପାଇଁ ଦାବି କରିଛି ବିଜେପି । ଦୁଇ ହଜାର ବର୍ଷରୁ ଅଧିକ ଐତିହାସିକ ଶିଶୁପାଳଗଡ଼ରେ ଅନେକ ପୁରାତନ ମନ୍ଦିର ଓ ଐତିହ୍ୟ…

କଇଁଚି ଚାଲିଲା ଖେଳ ବଜେଟରେ

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ଅର୍ଥନୀତି ମାନ୍ଦାବାସ୍ଥା ରହିଥିବାରୁ ସରକାର ଭାବିଚିନ୍ତି ବଜେଟ ପ୍ରସ୍ତୁତ କରିଛନ୍ତି । ତେବେ ଏହା ଖେଳପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଗତ ବର୍ଷ ତୁଳନାରେ ବଜେଟରେ ଏଥର ୨୩୦.୭୮ କୋଟ ଟଙ୍କା କମ୍ ଗୃହୀତ କରାଯାଇଛି । ତେବେ ସାଇକୁ ଗତବର୍ଷ ତୁଳନାରେ…

କେବଳ ଇନ୍ଦ୍ରଦେବଙ୍କ କୃପା ଯୋଗୁ ହେଉଛି ଚାଷ, ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଜଳସେଚନ ସୁବିଧାରୁ ବଞ୍ଚିତ ଚାଷୀ

ନବରଙ୍ଗପୁର: ବୃହତ ଇନ୍ଦ୍ରାବତୀ ଥାଇ ମିଳୁନି ଟୋପାଏ ପାଣି । ନବରଙ୍ଗପୁର ଜିଲାରେ ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲାରେ ଧାନଚାଷ ମୁଖ୍ୟ ଫସଲ । ମକା ଓ ଆଖୁ ଅନ୍ୟତମ ପ୍ରମୁଖ…

ଆସନ୍ତୁ ଜାଣିବା କେତେ ରୋମାଂଟିକ ଥିଲା ଜ୍ୟାକି-ଆୟେଶାଙ୍କ ଲଭଷ୍ଟୋରୀ 

ମୁମ୍ବାଇ: ଫଲ୍ମ ଇଣ୍ଡଷ୍ଟ୍ରିରେ ଜଗୁ ଦାଦା ଭାବେ ପରିଚିତ ଜ୍ୟାକି ଶ୍ରଫଙ୍କ ଆଜି ଥିଲା ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ଜ୍ୟାକି-ଆୟେଶାଙ୍କ ଲଭଷ୍ଟୋରି ସମ୍ପର୍କରେ । ଥରେ ଜ୍ୟାକି ରାସ୍ତା କଡରେ ଛିଡା ହୋଇଥିବା ବେଳେ ସ୍କୁଲ ୟୁନିଫର୍ମରେ ୧୩ ବର୍ଷୀୟା ଆୟେଶାଙ୍କୁ ଦେଖି ଆକର୍ଷିତ ହୋଇ…

ଆମ୍ରି ହସ୍ପିଟାଲରେ ୯୨ ବର୍ଷୀୟ ବ୍ୟକ୍ତିଙ୍କର ସଫଳ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର : ପୂର୍ବ ଭାରତର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଆମ୍ରି ହସ୍ପିଟାଲରେ ସଫଳ ଆଣ୍ଠୁ ପ୍ରତିରୋପଣ କରାଯାଇଛି । ଏହି ବ୍ୟକ୍ତିଙ୍କର ବୟସ ୯୨ ବର୍ଷ ହୋଇଥିବା ବେଳେ ନାମ ଈଶ୍ୱର ଚନ୍ଦ୍ର ମହାନ୍ତି । ଅଭିଜ୍ଞ ଅସ୍ଥିସଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ ବେହେରା ତାଙ୍କର ଏହି ଅସ୍ତ୍ରୋପଚାର…

କିମ୍ ଜୋନଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ

ନୂଆଦିଲ୍ଲୀ: କୁଆଡ଼େ ଗଲେ ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମଙ୍କ ପତ୍ନୀ ? ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ । ସେ କେଉଁଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି ।  କାରଣ ଗତବର୍ଷ…

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ…