Latest Odisha News

BREAKING NEWS

Yearly Archives

2021

ସୋସିଆଲ ମିଡିଆରେ ମୋଦୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ପଡିଲା ମହଙ୍ଗା, ଯୁବକଙ୍କୁ ଗିରଫ କଲା ପୋଲିସ 

ନୂଆଦିଲ୍ଲୀ : ଫେସ୍‌ବୁକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଥିବା ଯୁବକ ଗିରଫ । ଉତ୍ତରପ୍ରଦେଶର ନୋଏଡା ସ୍ଥିତି ଜେବର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଶୋଭନୀୟ ଏବଂ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଯୁବକକୁ…

ବ୍ରହ୍ମପୁରରେ ୮ ବର୍ଷର ନାବାଳିକାର ବେକ କାଟିଲେ ଦୁଇ ଯୁବକ

ବ୍ରହ୍ମପୁର: ଗୋଳନ୍ଥରା ଚିକିଟି ସୋରଳ ଗାଁରେ ଅଭାବନୀୟ ଘଟଣା । ଓଡିଆ କଲୋନୀର ଜଣେ ୮ ବର୍ଷର ନାବାଳିକାର ବେକକୁ ଦୁଇ ଯୁବକ ଛୁରୀରେ କାଟିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଜୟ-ବୈଶାଳୀ

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଏବଂ ବୈଶାଳୀ ବିଶ୍ୱେଶରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀକୁ ଆଖି ଆଗରେ ରଖି ବିଜୟ ଅଳ୍ପ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଗତ ବର୍ଷ ଅଗଷ୍ଟରେ ବୈଶାଳୀଙ୍କ ସହ ବିଜୟଙ୍କ ନିର୍ବନ୍ଧ ହୋଇଥିଲା । ଆଇପିଏଲ ଟିମ୍…

ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ, ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : ସିବିଏସଇ ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ । ପ୍ରାକ୍ଟିକାଲ୍‌…

ବିବାହ କରିବେ ଶ୍ରଦ୍ଧା କାପୁର !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁର ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଇଟାଇମ୍ସ ରିପୋର୍ଟ ମୁତାବକ ଶ୍ରଦ୍ଧା ଓ ଫଟୋଗ୍ରାଫର ରୋହନ ଶ୍ରେଷ୍ଠ ପରସ୍ପରକୁ ଦୀର୍ଘ ଦିନ ହେବ ଭଲ ପାଉଛନ୍ତି । ତେବେ ବରୁଣ ଧାୱନ ନିକଟରେ ସୋସିଆଲ ମିଡିଆରେ ଶ୍ରଦ୍ଧା ଖୁବ୍ ଶୀଘ୍ର ବିବାହ କରିବାକୁ…

୧୯୫୦ ମସିହାରେ ଆଜିର ଦିନରେ ଆରମ୍ଭ ହୋଇଥିଲା ସର୍ବୋଚ୍ଚ ନ୍ୟାୟାଳୟ; ପ୍ରଥମ ଥର ପାଇଁ ବସିଥିଲା ଖଣ୍ଡପୀଠ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ପାଇଁ ଏକ ଐତିହାସିକ ଦିନ। ୧୯୫୦ ମସିହାରେ ଏହି ଦିନ ସୁପ୍ରିମକୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲେ। ୨୮ ଜାନୁୟାରୀ ୧୯୫୦ ରେ ସୁପ୍ରିମକୋର୍ଟ ସୃଷ୍ଟି ହୋଇଥିଲେ। ଏହି ଦିନ ସର୍ବୋଚ୍ଚ ନ୍ୟାୟାଳୟ, ବୃହତ୍ତମ ନ୍ୟାୟ ମନ୍ଦିର ସୃଷ୍ଟି ହେଲା। ଆଜି ପ୍ରଥମ ଥର ପାଇଁ…

ଶ୍ରୀଜୀଉଙ୍କ ସୁନାବେଶ ନୀତିରେ ବିଳମ୍ବ

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସୁନାବେଶରେ ବିଳମ୍ବ ଘଟିଛି। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବେଶ ୫ ଘଣ୍ଟା ବିଳମ୍ବରେ ହୋଇଛି । ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଦୀର୍ଘ…

୧୧ ବର୍ଷୀୟ ହ୍ୟାକର : ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ପୁଅ ମାଗୁଥିଲା ୧୦ କୋଟି 

ନୂଆଦିଲ୍ଲୀ : ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛୋଟ ପିଲା । ବୟସ ମାତ୍ର ୧୧ ବର୍ଷ । ହ୍ୟାକିଂ ବିଦ୍ୟାରେ ନିପୁଣ । ନିଜର ବିଦ୍ୟାର ପରୀକ୍ଷା ପାଇଁ ହ୍ୟାକିଂ ଜାଲରେ ନିଜ ବାପାକୁ ଫସାଇଦେଇଛି ଏହି ୧୧ବର୍ଷିୟ ବାଳକ । ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ମାଗିଛି ୧୦ କୋଟି ଟଙ୍କା । ଟଙ୍କା ଦିଅ…

ଲଦାଖରେ ଘଟିଥିବା ଘଟଣା ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନଷ୍ଟ କରିଦେଇଛି; ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଲଦାଖରେ ଘଟିଥିବା ଘଟଣା ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନଷ୍ଟ କରିଦେଇଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଲଦାଖରେ ଘଟିଥିବା ଘଟଣା ସୈନ୍ୟ ହ୍ରାସ କରିବାରେ ଅପାରଗ ପ୍ରମାଣିତ ହୋଇଛି। ପୂର୍ବ ଲଦାଖ…

ଏଥର ପାକିସ୍ତାନ ଉପରେ ଭାରତ ବିଜୟର ୫୦ ବର୍ଷର ଜୟନ୍ତୀ ଅବସରରେ ପ୍ରଦର୍ଶିତ ହେବ ‘ସ୍ୱର୍ଣ୍ଣିମ ବିଜୟ’…

ନୂଆଦିଲ୍ଲୀ: ଏହି ବର୍ଷ ଏକ ସ୍ବତନ୍ତ୍ର ନୂତନ ରଚନା 'ସ୍ୱର୍ଣ୍ଣିମ ବିଜୟ' ସୃଷ୍ଟି ହେବ ଯାହାକି ୧୯୭୧ ମସିହାରେ ଭାରତର ପାକିସ୍ତାନ ଉପରେ ବିଜୟର ୫୦ ବର୍ଷ ପୂରଣ ଦେଖିବାକୁ ମିଳିବ। ଏହା ଜାନୁଆରୀ ୨୯ ରେ ପ୍ରଦର୍ଶିତ କରାଯିବ। 'ବିଟିଂ ରିଟ୍ରିଟ୍‌ ସେରିମୋନି' ଶେଷରେ ଲେଫ୍ଟନାଣ୍ଟ କର୍ଣ୍ଣେଲ…