Latest Odisha News

BREAKING NEWS

Yearly Archives

2021

ଆଜି ଜେଲରୁ ମୁକୁଳିବେ ଶଶିକଳା

ବେଙ୍ଗଳୁରୁ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ୪ ବର୍ଷ ହେଲା ଶଶିକଳା ଜେଲରେ ଅଛନ୍ତି । ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ଏକ ହସ୍ପିଟାଲରେ କରାଯାଉଛି । ସେ…

ବାଇକ୍‌-ଅଟୋ ମୁହାଁମୁହାଁ ଧକ୍କା; ଜଣେ ମୃତ, ୩ ଗୁରୁତର

ଜି.ଉଦୟଗିରି: ଜି.ଉଦୟଗିରି ପାବୁରିଆ ବାରିଗୁଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌-ଅଟୋ ମୁହାଁମୁହାଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ…

କେନ୍ଦୁଝରରେ ଭାଲୁ ଆକ୍ରମଣ; ୩ ଆହତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର କୁଣ୍ଡଳପଣୀ ଗାଁରେ ଭାଲୁ ଆତଙ୍କ। ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩ଜଣ ଭାଲୁ ଆକ୍ରମଣରେ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ…

ଚାଟଶାଳିରୁ ପଦ୍ମଶ୍ରୀ; ଶତାୟୁ ନନ୍ଦ ସାର୍ ଙ୍କ କାହାଣୀ

ଯାଜପୁର: ଚାଟଶାଳିରୁ ପଦ୍ମଶ୍ରୀ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମର ଚାଟଶାଳୀ ମାଷ୍ଟ୍ରେ ନନ୍ଦକିଶୋର ପୃଷ୍ଟି। ସାହିତ୍ୟ ଓ ଶିକ୍ଷା କ୍ଷତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ମିଳିବ ଦେଶର ଶ୍ରେଷ୍ଠ ପଦ୍ମଶ୍ରୀ ସମ୍ମାନ । ନନ୍ଦ ସାର, ବୟସ ୧୦୦ ଟପିଲାଣି ।…

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାକୁ ନେଇ ୧୫ ଏଫଆଇଆର୍, ହିଂସା ପଛରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଲଖା !

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ପୋଲିସ ବି ଆକ୍ରମଣର ଶିକାର ହୋଇଥିଲା । ଏଥିରେ ୧୫୩ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ମାମଲାରେ ଏବେ ଆକ୍ସନ୍ ମୋଡରେ…

ଆଜିଠୁ ପୁଣି ଟିକାକରଣ; ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ ନେବେ ଟିକା

ଭୁବନେଶ୍ୱର: ଆଜିଠାରୁ ପୁଣି ଆରମ୍ଭ ହେଉଛି ଟିକାକରଣ ପକ୍ରିୟା। ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀଙ୍କର ଆଜି ହେବ ଟୀକାକରଣ । ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ ଦେଇଥିବା ସୂଚନା ଅନୁଯାୟୀ ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ଶେଷ ହେବ।ଏନେଇ…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୨୭-୧-୨୦୨୧ରିଖ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଜାନୁଆରୀ ତା ୨୭ରିଖ ବୁଧବାର ମକର ୧୪ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଦ୍ଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ…

ଆଜି ନନ୍ଦନକାନନରେ ପ୍ରାୟ ୧୬ ହଜାର ଲୋକଙ୍କ ଭିଡ ଜମିଲା

ଭୁବନେଶ୍ୱର: ଆଜି ଛୁଟି ଦିନ ହୋଇଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୧୬ ହଜାର ୪୭୧ ଜଣ ଯାତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ତେବେ କରୋନା ସଂକ୍ରମଣ ଭୟ ଥିବାରୁ ପ୍ରବେଶ ଦ୍ୱାରରେ ସାନିଟାଇଜ କରିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।…

ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର : ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି, ତେଣୁ…