ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, ବିସିଜି ଓ ରୋଟାଭାଇରସ ଟିକା ଉତ୍ପାଦନ ଉପରେ ପ୍ରଭାବ
ପୁଣେର: ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଗୁରୁବାର ଦିନ ଅଗ୍ନିକାଣ୍ଡ ହେବା ଯୋଗୁଁ କମ୍ପାନୀର ବିପୁଳ କ୍ଷତି ଘଟିଛି।
କମ୍ପାନୀର ସୂଚନା ଅନୁଯାୟୀ କରୋନା ଟିକା ଉତ୍ପାଦନରେ କିଛି ପ୍ରଭାବ ପଡିନଥିବା ବେଳେ ଏହି ଅଗ୍ନିକାଣ୍ଡ ବିସିଜି ଏବଂ ରୋଟା ଟିକା ଉତ୍ପାଦନରେ ଅଧିକ ପ୍ରଭାବିତ…