ଜାଣନ୍ତୁ , କେମିତି କଟିବ ଆଜିର ଦିନ
ଆଜିର ରାଶିଫଳ
ତା ୨୩-୧-୨୦୨୧ରିଖ ଶନିବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଜାନୁଆରୀ ତା ୨୩ ରିଖ ଶନିବାର ମକର ୧୦ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର…