ଅବୈଧ ଭାବେ ଭାରତରେ ରହୁଥିବା ୧୪ ବିଦେଶୀ ନାଗରିକ ଗିରଫ
ମୁମ୍ବାଇ: ଭିସା ଓ ପାସପୋର୍ଟ ଅବଧି ସରିବା ପରେ ଅବୈଧ ଭାବେ ଦେଶରେ ରହୁଥିବା ବିଦେଶୀ ନାଗରିକ ଗିରଫ । ମହାରାଷ୍ଟ୍ରର ତୁଲିଞ୍ଜ ପୋଲିସ ୧୪ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସମସ୍ତେ ସେମାନଙ୍କର ଭିସା ଓ ପାସପୋର୍ଟ ଅବଧି ଶେଷ ହେବା ପରେ ବି ଭାରତରେ ଅବୈଧ ଭାବେ ରହୁଥିଲେ ।…