Latest Odisha News

BREAKING NEWS

Yearly Archives

2021

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା, ଜାଣନ୍ତୁ

ଭୁବନେଶ୍ୱର : ଭୋଜନ ପରେ ମିଠା ଖାଇବା କଥା ତ ଆମେ ସମସ୍ତେ ଶୁଣିଥିବା ମାତ୍ର ଏହାର କାରଣ କଣ ଅନେକଙ୍କୁ ଜଣାନଥାଏ । କାହିଁକି ଭୋଜନ ପରେ ମିଠା ଖାଇବା ଦରକାର ଆବଶ୍ୟକ ଆସନ୍ତୁ ଜାଣିବା ଏହାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା…

ଜାଣନ୍ତୁ, କେଉଁଠୁ ଆରମ୍ଭ ହେଲା ଲିପଷ୍ଟିକର ବ୍ୟବହାର !

ଭୁବନେଶ୍ୱର: "ଲିପଷ୍ଟିକ" । ଛୋଟରୁ ବଡ ସବୁ ଝିଅ ମାନଙ୍କ ପ୍ରଥମ ପସନ୍ଦ ଲିପଷ୍ଟିକ। ସେ ୫ ବର୍ଷର କୁନି ଝିଅଟେ ହେଉ କି ୫୦ ବର୍ଷର ଜଣେ ବୟସ୍କା ମହିଳା। ନିଜ ଓଠକୁ ରଙ୍ଗୀନ କରିବାକୁ ଭଲପାଆନ୍ତି ସବୁ ମହିଳା। ଆଉ ଏଥିପାଇଁ ଆବଶ୍ୟକ ପଡେ ଲିପଷ୍ଟିକର। ତେବେ କେବେ ଆପଣଙ୍କ ମନକୁ ପ୍ରଶ୍ନ…

ପୁରୀ ପୋଲିସ କବ୍ଜାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ପୁରୀ: ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ। ମୋଟ ୩ ଜଣ ଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଙ୍କ ଠାରୁ ୯ ଟି ଚୋରି ମୋବାଇଲ ଏବଂ ଏକ ବାଇକ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତ ମାନେ ଖୋର୍ଦ୍ଧା ଜଟଣୀ ର ଇସ୍ତିଆକ ଅହମଦ , ସତ୍ୟବ୍ରତ…

କବିତା:ଟିକେ ଡେରିହବ

ବାଦଲ ମହାନ୍ତି ଟିକେ ଡେରିହବ କିନ୍ତୁ ପାଇଯିବ । କ’ଣ? କିଛି ଶୂନ୍ୟତା, ମୁଁ ଥିବା ଯାଏ ଯାହାକୁ ଆଦୌ ପାଇନଥିଲ! ଟିକେ ଡ଼େରିହବ କିନ୍ତୁ ବୁଝିଯିବ । କ’ଣ? ପରସ୍ପରର କିଛି ନିରବତା, ଯାହାକୁ ତମର ସଂଚିବାର ଥିଲା! ଟିକେ ଡ଼େରିହବ ଖୋଜ, କାଳେ ମିଳିଯିବ । କ’ଣ? ଛାଇ!…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୧-୨୦୨୧ରିଖ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୨୨ରିଖ ଶୁକ୍ରବାର ମକର ୯ଦିନ ପୌଷ ମାସ ଶୁଳ୍କ ପକ୍ଷ ନବମୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର -: ବିଛା ଧନୁ ମୀନ ରାଶିର ଘାତ ଚନ୍ଦ୍ର-: ମେଷ ରାଶିର ଆଜିର ନିଷେଧ…

ଶଶିକଳା କରୋନାରେ ଆକ୍ରାନ୍ତ

ବେଙ୍ଗଳୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ଏଆଇଏଡିଏମ୍‌୍‌କେରୁ ବହିଷ୍ôକତ ହୋଇଥିବା ଶଶିକଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଥିଲେ ବି ବିଭିନ୍ନ ଟେଷ୍ଟ କରାଯାଇଛି ଏବଂ ଏକ ଡାକ୍ତରୀ ଟିମ୍…

ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ: ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ…

ସୁନ୍ଦରଗଡ଼ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର‌୍ୟ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ବର୍ଗରେ ସେମି ଫାଇନାଲ…

ଚାଷୀଙ୍କ ପାଇଁ ‘ନିର୍ଣ୍ଣାୟକ ଲଢେଇ’ କରିବାକୁ ବିଜେପିର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨…

ଅମିତ ଶାହାଙ୍କ ଟ୍ୱିଟ‌୍ ଆକାଉଣ୍ଟ ବ୍ଲକ୍ ହୋଇଥିଲା କାହିଁକି ?

ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆକାଉଣ୍ଟ କିଛି ସମୟ ପାଇଁ ବ୍ଲକ୍ କରାଯାଇଥିବାରୁ ଟ୍ୱିଟର ଅଧିକାରୀଙ୍କୁ ଘନ ଘନ ଜେରା । ପାର୍ଲାମେଣ୍ଟ କମିଟିର ବୈଠକରେ ଏହି ଜେରା କରା ଯାଇଛି । କାହିଁକି ସେମାନେ ଶାହାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲେ ପ୍ରଶ୍ନ କରାଯାଇଥିଲା । ଗତ ନଭେମ୍ବର…

ନବରଙ୍ଗପୁରରେ ୨ ଲକ୍ଷ ଝାମ୍ପି ନେଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ସାରଙ୍ଗିଆ ଜଙ୍ଗଲ ନିକଟରେ ଲୁଟ୍ । କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତାରେ ପ୍ରାୟ ସଂଧ୍ୟା ୫ଟାରେ ଏହି ଲୁଟ୍ ହୋଇଛି । ଜଣେ ବ୍ୟବସାୟୀ କ୍ରିପାଲ ମେହେତାଙ୍କଠାରୁ ଡକାୟତମାନେ ୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତାରାଗୁଡା ଗାଁର…