ନକଲି JEE ମେନ୍ ୱେବ୍ସାଇଟ୍ରେ ପଞ୍ଜୀକରଣ ନକରିବାକୁ ସତର୍କ କରାଇଲା NTA
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏକ ସରକାରୀ ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ନକଲି JEE ୱେବସାଇଟ୍ jeeguide.co.in ରେ ଆଗାମୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, JEE ମେନ୍ ୨୦୨୧ ରେ ପଞ୍ଜୀକୃତ ନକରିବାକୁ କହିଛି। ଛାତ୍ରଛାତ୍ରୀମାନେ କେବଳ ପଞ୍ଜୀକରଣ…