Latest Odisha News

BREAKING NEWS

Yearly Archives

2021

ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ସୌରଭଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୯ ବର୍ଷୀୟ ସୌରଭ ଫାଇନାଲ୍ସରେ ୨୪୬.୯ ପଂଏଟ ସ୍କୋର କରିଥିଲେ । ପୂର୍ବରୁ ଉତର କୋରିଆର କିମ ସୋଙ୍ଗ(୨୪୬.୫)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ସୌରଭ ୬୦…

ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧.୮୦ କୋଟି

ନୂଆଦିଲ୍ଲୀ: ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧.୮୦ କୋଟିରେ ପହଞ୍ଚିଛି। ଭାରତ ବାହାରେ ରହୁଥିବା ଏହି ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ୟୁଏଇ, ଆମେରିକା ଏବଂ ସାଉଦି ଆରବରେ ରହୁଛନ୍ତି। ମିଳିତ ଜାତିସଂଘର ଅର୍ଥନୈତିକ…

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ।ଗାଁ ଲୋକ…

ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ

ନୂଆଦିଲ୍ଲୀ: ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ବେଶ ବାହା ବାଃ ସାଉଁଟୁଛନ୍ତି ଏରିୟଲ ୟୁନିଭରସିଟି ଅଫ କାଲିଫୋର୍ଣ୍ଣିଆର ୨୨ ବର୍ଷୀୟା ଛାତ୍ରୀ ଏରିୟଲ । କ୍ୱାରେଂଟାଇନରେ ଥିବା ବେଳେ ତାଙ୍କ ସମୟ କଟୁ ନ ଥିଲା । ତାଙ୍କର ଜଣେ ସାଙ୍ଗ ମଜାରେ ଶପିଂ ବ୍ୟାଗରୁ ପୋଷାକ କରି ପିନ୍ଧ…

ଖୁବ୍‌ ଶୀଘ୍ର ଟିକା ନେଇପାରନ୍ତି କଙ୍ଗନା

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। AIIMS ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କରୋନା ଟିକା ନେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ସମସ୍ତଙ୍କୁ ଟିକାକରଣ କରାଯିବ। ଅନେକ ମାସର ସଂଘର୍ଷ ପରେ ମୈଜ୍ଞାନିକମାନେ କରୋନାଭାଇରସ୍ ଟିକା ତିଆରି କରିବାରେ ସଫଳ ହୋଇଛନ୍ତି। AIIMS…

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ କମିଲା, ମୁମ୍ବାଇ ଇଣ୍ଡିଆନ୍ସର ଫାଇଦା

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ଏଥି ଯୋଗୁ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ପ୍ରଭାବିତ ହୋଇଥିଲା । ୨୦୧୯ ତୁଳନାରେ ଏହା ୨୨ ପ୍ରତିଶତ ତଳକୁ ଖସି ଆସିଛି । ୨୦୧୯ରେ ଏହାର ଭାଲ୍ୟୁ ୪୭ହଜାର କୋଟି ଥିବା ବେଳେ ଏଥର ୩୨ ହଜାର…

୧୦୦ ଦିନରେ ୧୦୦ ମିଲିୟନ୍‌ ଆମେରିକୀୟଙ୍କୁ ଲାଗିବ କରୋନା ଟିକା; ବାଇଡେନ୍‌

ନୂଆଦିଲ୍ଲୀ: ଆପ୍ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ତାଙ୍କର ପ୍ରାରମ୍ଭିକ ଯୋଜନାରେ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ୧୦୦ ମିଲିୟନ ଆମେରିକୀୟଙ୍କୁ କରୋନା ଟିକାକରଣରେ ଅନ୍ତର୍ଭୁକ୍ତ…

ଟିକା ନେଲେ ସେରମ୍‌ ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କୋଭିଶିଲ୍ଡ ଟିକା ନେଇଛନ୍ତି। ସେ ଟ୍ୱିଟରେ ଏହାର ଭିଡିଓ ଝସେୟାର କରିଛନ୍ତି।…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୧୭୮ କରୋନା ପଜିଟିଭ୍, ପଶ୍ଚିମ ଓଡ଼ିଶାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୫ଟି । ୨୨ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ପଶ୍ଚିମ ଓଡ଼ିଶା ଜିଲ୍ଲାରୁ ଅଧିକ ନୂଆ…

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା…