Latest Odisha News

BREAKING NEWS

Yearly Archives

2021

ରାଜ ଅଠାୱାଲ ହେଲେ ଓଡିଶା ଏଫସିର ନୂତନ ସଭାପତି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲ ଅବସରରେ ରାଜ ଅଠାୱାଲଙ୍କୁ ଗୁରୁବାର ଓଡିଶା ଏଫସିର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଏହା ପୂର୍ବରୁ ଗ୍ଲାସଗୋ ରେଞ୍ଜର୍ସ, କୋଭେଂଟ୍ରି ସିଟି ଓ ୱାଟଫୋର୍ଡ କ୍ଲବ ପକ୍ଷରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ତାଙ୍କର ୨୫ ବର୍ଷର…

ସାଇ ଇଣ୍ଟର ନ୍ୟାସନାଲ ପକ୍ଷରୁ ସାଇ ହୋମ ସ୍କୁଲର ଶୁଭାରମ୍ଭ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ଏଜୁକେଶନାଲ ଗ୍ରୁପ ଭୁବନେଶ୍ୱର ପକ୍ଷରୁ ଅନଲାଇନ ପାଠପଢା ପ୍ଲାଟଫର୍ମ ସାଇ ହୋମ ସ୍କୁଲସ୍‌ର ଶୁଭାରମ୍ଭ କରାଯାଇଛି । ଯେଉଁମାନେ କରୋନା ମହାମାରୀ ଭୟରେ ସ୍କୁଲ ଯିବାକୁ ସକ୍ଷମ ନୁହେଁ ସେମାନଙ୍କ ପାଇଁ ଦୃଷ୍ଟିରେ ରଖି ଏହାର ଶୁଭାରମ୍ଭ କରାଯାଇଛି । ନର୍ସରୀରୁ…

ପୁରୀରୁ ଯୋଧପୁର ଏବଂ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୁରୀ-ଯୋଧପୁର ଏବଂ ପୁରୀ- ଆଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ ୪ଘ.୦୫ମିନିଟରେ ପୁରୀ-ଯୋଧପୁର-ପୁରୀ’ ସ୍ୱତନ୍ତ୍ର ଟ୍ରେନ ଯୋଧପୁର ଅଭିମୁଖେ ଯିବ । ୨୩ ତାରିଖରୁ ପ୍ରତି ଶନିବାର ଯୋଧପୁରରୁ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସାଇନାଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଗୁରୁବାର ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାରମୁରୁଙ୍ଗଫାନ୍‌ଙ୍କ ନିକଟରୁ ସେ ୨୩-୨୧, ୧୪-୨୧ ଓ ୧୬-୨୧ରେ ପରାଜିତ ହୋଇଥିଲେ ।…

ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ କଙ୍ଗନା

ମୁମ୍ବାଇ: ମଣିକର୍ଣ୍ଣିକା ଫ୍ରାଂଚାଇଜର ପରବର୍ତୀ ଫିଲ୍ମ ପାଇଁ କଙ୍ଗନା ରାନାୱତ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ଗୁରୁବାର ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତ । ଏହାର ନାମ ରହିଛି ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଝାନ୍ସି ରାଣୀ…

କୁମ୍ଭୀର ଗଣନା ପାଇଁ କାଲିଠୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠାରୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କାଲିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ଦିନ ଧରି କୁମ୍ଭୀର ଗଣନା କରାଯିବ । ନଦୀ, ନାଳ, ଜଳାଶୟ ଭିତରେ ଥିବା…

ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଲା କାର

ଭୁବନେଶ୍ୱରରେ : ମାଷ୍ଟର କ୍ୟାଣ୍ଟିନ ଛକରେ ଆଦି ଗୋଟିଏ କାର ହଠାତ ଜଳିଯାଇଥିଲା । କିନ୍ତୁ ସୌଭାଗ୍ୟକ୍ରମେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ବାହାରକୁ ବାହାରି ଆସିଥିଲେ । ଗାଡିଟି ରିପାରିଂ ପାଇଁ ଯାଉଥିବା ଜଣାପଡିଛି ।

ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ

ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା । । ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତିରେ ଜୀବନ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାଶ ୨୦୦୫ରେ ବିଜେପି ଟିକେଟରେ ଲଢିଥିବା ବେଳେ…

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି । ଆଜି…

ମକର ବୁଡ଼ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ବାରିପଦା : ଏକୁଟିଆ ମକର ବୁଡ଼ ପକାଇବାକୁ ଯାଇଥିବା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦାରୁ । ଏହି ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଜି ଭୋରରୁ ଉଠି ଏକୁଟିଆ ମକର ବୁଡ ପକାଇବାକୁ…