ଯିବା ପୂର୍ବରୁ କ’ଣ ରହିଛି ଟ୍ରମ୍ପ୍ଙ୍କ ବଡ଼ ଟାର୍ଗେଟ୍
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ବର୍ତ୍ତମାନ କିଛି ଦିନ ବାକି ଅଛି। ଟ୍ରମ୍ପ ତାଙ୍କର ଶେଷ ଦିନରେ ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟାର୍ଗେଟ କରିପାରନ୍ତି। ସିଏନ୍ଏନ୍ ଅନୁଯାୟୀ, ଆମେରିକା ସଂସଦର କ୍ୟାପିଟଲ୍ ହିଲ୍ କମ୍ପ୍ଲେକ୍ସରେ…