Latest Odisha News

BREAKING NEWS

Yearly Archives

2021

ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା, ସମୁଦ୍ରରୁ ମିଳିଛି ଭଗ୍ନାଂବଶେଷ !

ଇଣ୍ଡୋନେସିଆରେ ନିଖୋଜ ବିମାନର ଏଯାଏ କୌଣସି ପତ୍ତା ମିଳିନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ନିଖୋଜ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଦୁର୍ଘଟଣାର ସ୍ଥାନର ସନ୍ଧାନ ମିଳିଥିଲା ଇଣ୍ଡୋନେସିଆ ସରକାର…

ସତ ମାନିଲା ପାକିସ୍ତାନ: ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କୀ

ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ପାକିସ୍ତାନର ୩୦୦ ଆତଙ୍କବାଦୀ । ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି । ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖି ଆସୁଥିଲା ପାକିସ୍ତାନ । ଏବେ ଆଘା ହିଲାଲି ଏକ…

କବିତା:ବାସରାତି

 ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ତାର ସେ ନିରୀହ ହଳେ ଆଖି ଯେ' ମୋତେ ଫ୍ରକ୍ ପିନ୍ଧା ଝିଅରୁ ଅପରାଜିତା ଫୁଲଟେ କରିଦିଏ , ତାର ସେ ସଶକ୍ତ ପାପୁଲି ଯେ ' ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ ଆଉ ଛାଣିଆଣେ ଓଦା ରୁଟି ଟେ ପରି ତାର ସେ ଉତ୍ତପ୍ତ ଓଠ ଯେ' ତତଲା କଡେଇରେ ମାଛ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୧୦-୧-୨୦୨୧ ରବିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୦ ରିଖ ରବିବାର ଧନୁ ୨୭ ଦିନ ପୌଷ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ମହିଳାଙ୍କର ଆଜି:…

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ କମିଟି ଗଠିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଟି ଗଠନ ସମ୍ପର୍କିତ ଏକ ଗେଜେଟ…

ଜାଡେଜା ୬ ସପ୍ତାହ ଖେଳିବେନି, ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରନ୍ତି

ସିଡନୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଏହା କେତେ ଗୁରୁତର ଜାଣିବା ପାଇଁ ସେମାନଙ୍କ ଆଘାତ ସ୍ଥାନର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟରେ ଜାଡେଜାଙ୍କ ବୁଢ଼ା ଆଙ୍ଗୁଳି…

‘ବାର୍ଡ ଫ୍ଲୁ’ ଭୟ, ଗଞ୍ଜାମରେ ରାପିଡ ରେସପନ୍ସ ଟିମ୍ ଗଠିତ

ବ୍ରହ୍ମପୁର: ବାର୍ଡ ଫ୍ଲୁର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଡିଭିଓ) ଡ. ଦେବରାଜ ବେହେରା କହିଛନ୍ତି ଯେ ପ୍ରତ୍ୟେକ ଆରଆରଟିରେ ଜଣେ ପ୍ରାଣୀ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୨୬୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୭ ହଜାର ୮୦୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମରେ ଅମିତାଭ

ମୁମ୍ବାଇ: ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ହମ ସାଥ ସାଥ ହେ ଓ ବିବାହ ପରି ସୁପରହିଟ ଫିଲ୍ମ ଦେଇଥିବା ସୁରଜ ବଡଜାତ୍ୟା ତାଙ୍କର ଆଗାମୀ ଫିଲ୍ମ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ସୁରଜ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନକୁ ସାଇନ କରିବା ପାଇଁ ଚାହୁଛନ୍ତି ।…

ହ୍ରିତିକଙ୍କ ଫାଇଟର ଫିଲ୍ମର ହିରୋଇନ ହେବେ ଦୀପିକା

ମୁମ୍ବାଇ: ୨୦୧୯ରେ ବ୍ଲକବଷ୍ଟର ଫିଲ୍ମ ୱାର ପରେ ହ୍ରିତିକ ରୋଶନ ପୁନର୍ବାର ଆଉ ଏକ ଆକ୍ସନ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଫିଲ୍ମର ନାମ ଫାଇଟର ରଖାଯାଇଛି ଓ ଏହାର ହିରୋଇନ ଦୀପିକା ପାଦୁକୋନ ହେବ । ଯେତେଦୂର ସମ୍ଭବ ରବିବାର ଏହି ଫିଲ୍ମର…