କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
କଟକ: କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାମ ସୁରେଶ ଚନ୍ଦ୍ର ବିଶ୍ବାଳ ବୋଲି ଜଣାପଡିଛି। ଖାଦ୍ୟ ଅପମିଶ୍ରଣ ଓ ନକଲି କରିବା ଅଭିଯୋଗରେ ସୁରେଶକୁ ପୋଲିସ ଗିରଫ କରିଛି। ଗିରଫ ପରେ…