Latest Odisha News

BREAKING NEWS

Yearly Archives

2021

କବିତା:କବି

ହିମାଂଶୁ ଆଚାରୀ କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୨- ୧-୨୦୨୧ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୨ ରିଖ ଶନିବାର ଧନୁ ୧୯ ଦିନ ପୌଷ ମାସ କୃଷ୍ଣପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର ଆଜି: ମୂଳା ଖାଇବା…

ଜାନୁଆରି ୫ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ

ନୂଆଦିଲ୍ଲୀ-ପ୍ରାୟ ୧୦ ମାସ ପରେ ଜାନୁଆରି ୫ ତାରିଖରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ । ସୋମବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ବାକି ସବୁ ଦିନ ସାଧାରଣ ଲୋକେ ଏହି ସଂଗ୍ରହଳାୟ ପରିଦର୍ଶନ କରିପାରିବେ । ମ୍ୟୁଜିୟମ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ଆଗୁଆ ସ୍ଲଗ ବୁକିଂ କରିବାକୁ ପଡିବ…

ରୋହିତ ଶର୍ମା ହେଲେ ଟେଷ୍ଟ ଟିମ୍‌ର ଭାଇସ୍ କ୍ୟାପଟେନ୍

ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଟିମ୍‌ର ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ବିରାଟ କୋହଲି ଘରକୁ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ ଓ ଚେତେଶ୍ୱର ପୂଜାରାଙ୍କୁ ଭାଇସ୍ କ୍ୟାପଟେନ କରାଯାଇଥିଲ । ତେବେ ୧୪ ଦିନ…

ଆସନ୍ତାକାଲି କରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯିବ । ଡ୍ରାଏ ରନ୍‌ର ଗାଇଡ ଲାଇନ ଓ ଏସ୍‌ଓପି ସଂପର୍କରେ ସବୁ ଜିଲ୍ଲାର ପ୍ରୋଗ୍ରାମ ଅଧିକାରୀଙ୍କୁ ଅବଗତ କରାଇ ଦିଆଯାଇଛି ।…

ଜାନୁଆରି ୮ରୁ ବ୍ରିଟେନକୁ ଉଡିବ ବିମାନ

ନୂଆଦିଲ୍ଲୀ- ଆସନ୍ତା ଜାନୁଆରି ୮ ତାରିଖରୁ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ସ୍ୱାଭାବିକ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ । ଜାନୁଆରି ୨୩ ତାରିଖ ଯାଏ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ…

କୋଭିସିଲଡକୁ ମିିଳିଲା ଅନୁମତି !

ନୂଆଦିଲ୍ଲୀ-ଅକ୍‌ସଫୋର୍ଡ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଏକ୍‌ସପର୍ଟ କମିଟି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) କୁ ସୁପାରିଶ କରିଛି । ଅକ୍‌ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନି ଅଷ୍ଟ୍ରେଜେନେକା ଦ୍ୱାରା…

ଚଳିତ ବର୍ଷ ଶିଶୁ ଜନ୍ମହାରରେ ଚୀନ୍‌କୁ ପଛରେ ପକାଇବ ଭାରତ; ୟୁନିସେଫ୍‌

ନ୍ୟୁୟର୍କ: ନୂଆ ବର୍ଷ ଦିନ ସାରା ବିଶ୍ୱରେ ଆନୁମାନିକ ୩,୭୧,୫୦୪ ପିଲା ଜନ୍ମ ହେବେ। ଏଥିମଧ୍ୟରୁ ପ୍ରାୟ ୬୦ ହଜାର ପିଲା ଭାରତରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ୨୦୨୧ରେ ଆନୁମାନିକ ୧୪୦ ନିୟୁତ ପିଲା ଜନ୍ମ…

କରୋନା ଭାଇରସ୍‌ ନ୍ୟୁ ଷ୍ଟ୍ରେନ୍‌: ଦେଶରେ ଆଉ ୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି। ଶୁକ୍ରବାର ଦିନ, କରୋନା ଭୂତାଣୁର ୪ ଜଣ ନୂଆ କରୋନା ଷ୍ଟ୍ରେନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି।  ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ…

ପୁଣି ଥରେ ସୋସିଆଲ୍‌ ମିଡିଆରେ ସକ୍ରିୟ ହେଲେ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ପୋଷ୍ଟ ଡିଲିଟ କରିବା ପରେ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏକ ଅଡିଓ ରିଲିଜ କରିଛନ୍ତି ଯାହାକୁ ସେ ଅଡିଓ ଡାଏରୀ ନାମରେ ନାମିତ କରିଛନ୍ତି। ଏହି ଅଡିଓ ମାଧ୍ୟମରେ ଅଭିନେତ୍ରୀ ତାଙ୍କ…